ତାତିରେ ଜଳୁଛି ସହର, ପଶୁଙ୍କ ପାଇଁ ଜଳଛତ୍ର ଖୋଲିଲେ ଯୁବକ

ଟଲିରେ ବୁହା ଚାଲିଛି କୁନି କୁନି ସିମେଣ୍ଟ କୁଣ୍ଡ । ଏହାକୁ ଗଛ ଛାଇରେ ରଖି ଏଥିରେ ଢଳା ଚାଲିଛି ଥଣ୍ଡା ପାଣି । ବାହାରେ ଅସମ୍ଭାଳ ତାତି ଥିବାରୁ ବୁଲା ଗାଈଗୋରୁ ତୃଷାର୍ତ୍ତ ଏହାକୁ ଆନନ୍ଦରେ ପିଉଛନ୍ତି ଓ ଆତ୍ମ ତୃପ୍ତି ଲାଭ କରୁଛନ୍ତି ।

ତାତିରେ ଜଳୁଛି ସହର, ପଶୁଙ୍କ ପାଇଁ ଜଳଛତ୍ର ଖୋଲିଲେ ଯୁବକ
Array