ତାତିଲେ ମହିଳା : ପାଣି ପାଇଁ ରାସ୍ତା ଅବରୋଧ, ଯାତାୟତ ଠପ୍‌

ପାଟଣା ୦୬।୦୩ :  ପାଣି ପାଇଁ ରାସ୍ତାରୋକ । ରାସ୍ତା ଉପରେ ଗରା, ବାଲଟି ଇଟା ପଥର ରଖି ହୋଇଛି ରାସ୍ତା ଅବରୋଧ । କେନ୍ଦୁଝର ଜିଲ୍ଲା ପାଟଣା ଚମ୍ପୁଆ ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ମହିଳା । {"id":917655,"sizeSlug":"full","linkDestination":"none"} ଖବର ଅନୁଯାୟୀ, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ବନ୍ଦ ଯୋଗୁଁ  ତାତିଲେ ମହିଳା  । ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି  ରାସ୍ତା ଉପରେ ଗରା, ବାଲଟି ଇଟା ପଥର ରଖି  ପାଟଣା ଚମ୍ପୁଆ ରାସ୍ତା କୁ ମୁରୁସୁଆଁ ପଞ୍ଚାୟତ ନିକଟରେ ଅବରୋଧ କରିଛନ୍ତି ମୁରୁସୁଆଁ ଗାଁର ମହିଳା । ମଟର ଖରାପ ଯୋଗୁଁ  ଦୀର୍ଘଦିନ ହେବ ମୁରୁସୁଆଁ ଗାଁରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। {"id":917656,"sizeSlug":"full","linkDestination":"none"} ଗାଁରେ ଥିବା ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନଥିବାରୁ ଗାଁରେ ବସବାସ କରୁଥିବା ୭୦୦ରୁ ଉର୍ଦ୍ଧ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।  ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ  ସମସ୍ୟା ସମାଧାନ ନହେବାରୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବିରେ  ମହିଳାମାନେ ରାସ୍ତାକୁ  ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଉକ୍ତ ରାସ୍ତାରେ ଗାଡିମଟର ଚଳାଚଳ ବ୍ୟାହତ ହୋଇଛି। wp:embed {"url":"https://www.pra

ତାତିଲେ ମହିଳା : ପାଣି ପାଇଁ ରାସ୍ତା ଅବରୋଧ, ଯାତାୟତ ଠପ୍‌

ପାଟଣା ୦୬।୦୩ :  ପାଣି ପାଇଁ ରାସ୍ତାରୋକ । ରାସ୍ତା ଉପରେ ଗରା, ବାଲଟି ଇଟା ପଥର ରଖି ହୋଇଛି ରାସ୍ତା ଅବରୋଧ । କେନ୍ଦୁଝର ଜିଲ୍ଲା ପାଟଣା ଚମ୍ପୁଆ ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ମହିଳା ।

{"id":917655,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ବନ୍ଦ ଯୋଗୁଁ  ତାତିଲେ ମହିଳା  । ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି  ରାସ୍ତା ଉପରେ ଗରା, ବାଲଟି ଇଟା ପଥର ରଖି  ପାଟଣା ଚମ୍ପୁଆ ରାସ୍ତା କୁ ମୁରୁସୁଆଁ ପଞ୍ଚାୟତ ନିକଟରେ ଅବରୋଧ କରିଛନ୍ତି ମୁରୁସୁଆଁ ଗାଁର ମହିଳା । ମଟର ଖରାପ ଯୋଗୁଁ  ଦୀର୍ଘଦିନ ହେବ ମୁରୁସୁଆଁ ଗାଁରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। {"id":917656,"sizeSlug":"full","linkDestination":"none"}

ଗାଁରେ ଥିବା ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନଥିବାରୁ ଗାଁରେ ବସବାସ କରୁଥିବା ୭୦୦ରୁ ଉର୍ଦ୍ଧ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।  ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ  ସମସ୍ୟା ସମାଧାନ ନହେବାରୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବିରେ  ମହିଳାମାନେ ରାସ୍ତାକୁ  ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଉକ୍ତ ରାସ୍ତାରେ ଗାଡିମଟର ଚଳାଚଳ ବ୍ୟାହତ ହୋଇଛି। wp:embed {"url":"https://www.prameyanews7.com/pankodhar-ekadashi-in-puri-lokanath/","type":"wp-embed","providerNameSlug":"prameya-news-7"}

https://www.prameyanews7.com/pankodhar-ekadashi-in-puri-lokanath/
/wp:embed