ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର : ତିନି ଜଣଙ୍କ ଜୀବନ ନେଇଥିବାରୁ ଆଜୀବନ କାରାଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ। 2021 ମସିହା ପାଟଣା ଥାନା ମାମଲା। ସଙ୍ଘବଦ୍ଧ ଭାବେ ଏରଣ୍ଡୀ ଗ୍ରାମର ହେମନ୍ତ ମହାନ୍ତଙ୍କ ଜୀବନ ନେଇଥିଲେ। ତିନି ଅଭିଯୁକ୍ତ ଶିବ ମୁଣ୍ଡା, ସଞ୍ଜୟ ମୁଣ୍ଡା, ରଥ ମୁଣ୍ଡା। ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର କୋର୍ଟ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ […] The post ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ appeared first on KNews Odisha.

ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ
court

କେନ୍ଦୁଝର : ତିନି ଜଣଙ୍କ ଜୀବନ ନେଇଥିବାରୁ ଆଜୀବନ କାରାଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ। 2021 ମସିହା ପାଟଣା ଥାନା ମାମଲା। ସଙ୍ଘବଦ୍ଧ ଭାବେ ଏରଣ୍ଡୀ ଗ୍ରାମର ହେମନ୍ତ ମହାନ୍ତଙ୍କ ଜୀବନ ନେଇଥିଲେ। ତିନି ଅଭିଯୁକ୍ତ ଶିବ ମୁଣ୍ଡା, ସଞ୍ଜୟ ମୁଣ୍ଡା, ରଥ ମୁଣ୍ଡା। ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର କୋର୍ଟ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ମାମଲାକୁ ପରିଚାଳନା କରିଥିଲେ ସରକାରୀ ଓକିଲ ପ୍ରଫୁଲ କୁମାର ପାତ୍ର ।

The post ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ appeared first on KNews Odisha.