ତିନି ଦିନ ପରେ ଉଦ୍ଧାର ହେଲେ ଯୁବତୀ, ବିବାହର ୨ ଦିନ ତଳେ ହୋଇଥିଲେ ଅପହରଣ

ଆନନ୍ଦପୁର: ବିବାହର ୨ ଦିନ ପୂର୍ବରୁ ପାର୍ଲରକୁ ଆସିଥିବା ଯୁବତୀଙ୍କୁ ଅପହରଣ ଘଟଣା।ପଣ୍ଡାପଡ଼ା ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଦାର କଲା ଘଷିପୁରା ପୋଲିସ୍। ଘଟଣାରେ ଅପହରଣ କାରୀ ଯୁବକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। ସୂଚନାଥାଉକି, ଗତ ୨୮ ତାରିଖ ଦିନ କେଶଦୂରାପାଳ ବଜାରରୁ ଜଣେ ଯୁବତୀଙ୍କୁ ଅପହରଣ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ହୋଇଥିଲା ଏତଲା। ନିଜ ବିବାହ ଥିବାରୁ ଯୁବତୀ ଜଣକ ପାର୍ଲର ଯାଇଥିଲେ। ଆଉ ଏହି ସମୟରେ ତାଙ୍କୁ କେହି ଅପହରଣ କରିଥିବା ଅଭିଯୋଗ ହୋଇଥିଲା।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। 

ତିନି ଦିନ ପରେ ଉଦ୍ଧାର ହେଲେ ଯୁବତୀ, ବିବାହର ୨ ଦିନ ତଳେ ହୋଇଥିଲେ ଅପହରଣ

ଆନନ୍ଦପୁର: ବିବାହର ୨ ଦିନ ପୂର୍ବରୁ ପାର୍ଲରକୁ ଆସିଥିବା ଯୁବତୀଙ୍କୁ ଅପହରଣ ଘଟଣା।ପଣ୍ଡାପଡ଼ା ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଦାର କଲା ଘଷିପୁରା ପୋଲିସ୍। ଘଟଣାରେ ଅପହରଣ କାରୀ ଯୁବକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। 

ସୂଚନାଥାଉକି, ଗତ ୨୮ ତାରିଖ ଦିନ କେଶଦୂରାପାଳ ବଜାରରୁ ଜଣେ ଯୁବତୀଙ୍କୁ ଅପହରଣ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ହୋଇଥିଲା ଏତଲା। ନିଜ ବିବାହ ଥିବାରୁ ଯୁବତୀ ଜଣକ ପାର୍ଲର ଯାଇଥିଲେ। ଆଉ ଏହି ସମୟରେ ତାଙ୍କୁ କେହି ଅପହରଣ କରିଥିବା ଅଭିଯୋଗ ହୋଇଥିଲା।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।