ତୃତୀୟ ଥର ମା’ ହେଲା ବାଘୁଣୀ ‘ରୁପା’

ଭୁବନେଶ୍ୱର,୨ା୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରି ଖେଳିଯାଇଛି। ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। କ୍ରିଷ୍ଣା ଏବଂ ରୁପା ମିଳନରେ ଏକ ଶାବକ ଜନ୍ମ ହୋଇଛି। ଏହାକୁ ମିଶାଇ ରୁପା ୪ ଛୁଆ ଜନ୍ମ ଦେଇଛି। କ୍ରିଷ୍ଣା ମେଲେନାଷ୍ଟିକ୍‌ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ ହେବା ନେଇ ଆଶା କରାଯାଉଛି। ସେପଟେ ଖୁଆଡ଼ୋ ଚାରିପଟେ ସିସିଟିଭି କ୍ୟାମେରା ଲଗାଯାଇଛି। ନନ୍ଦନକାନନର ସ୍ବତନ୍ତ୍ର ଟିମ୍‌ କଡ଼ା ଉପରେ କଡ଼ା ନଜର ରଖିଛନ୍ତି। The post ତୃତୀୟ ଥର ମା’ ହେଲା ବାଘୁଣୀ ‘ରୁପା’ appeared first on Dharitri Odia News.

ତୃତୀୟ ଥର ମା’ ହେଲା ବାଘୁଣୀ ‘ରୁପା’

ଭୁବନେଶ୍ୱର,୨ା୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରି ଖେଳିଯାଇଛି। ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। କ୍ରିଷ୍ଣା ଏବଂ ରୁପା ମିଳନରେ ଏକ ଶାବକ ଜନ୍ମ ହୋଇଛି। ଏହାକୁ ମିଶାଇ ରୁପା ୪ ଛୁଆ ଜନ୍ମ ଦେଇଛି। କ୍ରିଷ୍ଣା ମେଲେନାଷ୍ଟିକ୍‌ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ ହେବା ନେଇ ଆଶା କରାଯାଉଛି। ସେପଟେ ଖୁଆଡ଼ୋ ଚାରିପଟେ ସିସିଟିଭି କ୍ୟାମେରା ଲଗାଯାଇଛି। ନନ୍ଦନକାନନର ସ୍ବତନ୍ତ୍ର ଟିମ୍‌ କଡ଼ା ଉପରେ କଡ଼ା ନଜର ରଖିଛନ୍ତି।

The post ତୃତୀୟ ଥର ମା’ ହେଲା ବାଘୁଣୀ ‘ରୁପା’ appeared first on Dharitri Odia News.