ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି: ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍?
ଭୁବନେଶ୍ୱର,୫।୪: ଆଗାମୀ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଶୁକ୍ରବାର ଆଉ ୯ ବିଧାନସଭା ଆସନ ଲାଗି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। କେଉଁଠୁ କାହାକୁ ମିଳିଲା ଟିକେଟ: -ରେଙ୍ଗାଲି-ସୁଦର୍ଶନ ହରିପାଲ -ରାଉରକେଲା-ଶାରଦା ନାୟକ -ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ -କେନ୍ଦୁଝର-ମୀନା ମାଝୀ -ରାଇରଙ୍ଗପୁର-ରାଇସିଂ ମୁର୍ମୁ -ବାଲେଶ୍ୱର-ସ୍ବରୂପ ଦାସ -ବାରବାଟୀ କଟକ- ପ୍ରକାଶ ବେହେରା -ସାଲେପୁର-ପ୍ରଶାନ୍ତ ବେହେରା -ଜୟଦେବ-ନବକିଶୋର ମଲ୍ଲିକ The post ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି: ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍? appeared first on Dharitri Odia News.
ଭୁବନେଶ୍ୱର,୫।୪: ଆଗାମୀ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଶୁକ୍ରବାର ଆଉ ୯ ବିଧାନସଭା ଆସନ ଲାଗି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି।
କେଉଁଠୁ କାହାକୁ ମିଳିଲା ଟିକେଟ:
-ରେଙ୍ଗାଲି-ସୁଦର୍ଶନ ହରିପାଲ
-ରାଉରକେଲା-ଶାରଦା ନାୟକ
-ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ
-କେନ୍ଦୁଝର-ମୀନା ମାଝୀ
-ରାଇରଙ୍ଗପୁର-ରାଇସିଂ ମୁର୍ମୁ
-ବାଲେଶ୍ୱର-ସ୍ବରୂପ ଦାସ
-ବାରବାଟୀ କଟକ- ପ୍ରକାଶ ବେହେରା
-ସାଲେପୁର-ପ୍ରଶାନ୍ତ ବେହେରା
-ଜୟଦେବ-ନବକିଶୋର ମଲ୍ଲିକ
The post ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି: ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍? appeared first on Dharitri Odia News.