ତେଲେଙ୍ଗାନାରେ ଏବେ ‘TS’ ନୁହେଁ ‘TG’ରୁ ଆରମ୍ଭ ହେବ ଗାଡିର ନମ୍ଵର ପ୍ଲେଟ୍, କେନ୍ଦ ସରକାର ଦେଲେ ମଞ୍ଜୁରୀ
ନୂଆଦିଲ୍ଲୀ ୧୩।୦୩: କେନ୍ଦ୍ର ସରକାର ତେଲେଙ୍ଗାନାର ଗାଡି ପଞ୍ଜୀକରଣ ନମ୍ବର ପ୍ଲେଟ୍ ପାଇଁ 'TS' ସ୍ଥାନରେ 'TG' ଉପସର୍ଗକୁ ପାଇଁ ଅନୁମୋଦନ କରିଛନ୍ତି। ତେଲେଙ୍ଗାନାରେ ଗାଡି ପଞ୍ଜୀକରଣ ନମ୍ବର ପ୍ଲେଟ ପାଇଁ ନୂତନ ଉପସର୍ଗ ନାମକୁ ଅନୁମୋଦନ ମିଳିଯାଇଛି । ବର୍ତ୍ତମାନ ତେଲେଙ୍ଗାନା ଗାଡିର ନମ୍ବର ପ୍ଲେଟରେ ଟିଏସ୍ ବଦଳରେ ଟିଜି ଲେଖାଯିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଙ୍ଗଳବାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତୁରନ୍ତ ଅର୍ଥାତ୍ ୧୨ ମାର୍ଚ୍ଚ ୨୦୨୪କୁ ଏକ ବିଜ୍ଞପ୍ତି ଜାରି କରିଛି । ନିୟାମକ ସ୍ୱଚ୍ଛତା ଏବଂ କାର୍ଯ୍ୟକାରିତା ବୃଦ୍ଧି କରିବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ। ୨୦୧୪ ମସିହାରେ ତେଲେଙ୍ଗାନାକୁ ଏକ ଅଲଗା ରାଜ୍ୟ ମାନ୍ୟତା ଦିଆଯାଇଥିଲା। ନିର୍ବାଚନ ପ୍ରଚାର ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଥିଲେ ଯେ ତାଙ୍କ ସରକାର ଗଠନ ହେବା ମାତ୍ରେ ଟିଏସ ଏବରେବିଏସନ ବ୍ୟବସ୍ଥା ବଦଳାଯିବ।ଭାରତକୁ ଏହି ମହିଳା ବୈଜ୍ଞାନିକ ଦେଲେ 'ଦିବ୍ୟାସ୍ତ୍ର', DRDOରେ 'ପାୱରହାଉସ୍ ଅଫ୍ ଏନର୍ଜି' ନାଁରେ ପରିଚିତ
ନୂଆଦିଲ୍ଲୀ ୧୩।୦୩: କେନ୍ଦ୍ର ସରକାର ତେଲେଙ୍ଗାନାର ଗାଡି ପଞ୍ଜୀକରଣ ନମ୍ବର ପ୍ଲେଟ୍ ପାଇଁ 'TS' ସ୍ଥାନରେ 'TG' ଉପସର୍ଗକୁ ପାଇଁ ଅନୁମୋଦନ କରିଛନ୍ତି। ତେଲେଙ୍ଗାନାରେ ଗାଡି ପଞ୍ଜୀକରଣ ନମ୍ବର ପ୍ଲେଟ ପାଇଁ ନୂତନ ଉପସର୍ଗ ନାମକୁ ଅନୁମୋଦନ ମିଳିଯାଇଛି । ବର୍ତ୍ତମାନ ତେଲେଙ୍ଗାନା ଗାଡିର ନମ୍ବର ପ୍ଲେଟରେ ଟିଏସ୍ ବଦଳରେ ଟିଜି ଲେଖାଯିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଙ୍ଗଳବାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତୁରନ୍ତ ଅର୍ଥାତ୍ ୧୨ ମାର୍ଚ୍ଚ ୨୦୨୪କୁ ଏକ ବିଜ୍ଞପ୍ତି ଜାରି କରିଛି । ନିୟାମକ ସ୍ୱଚ୍ଛତା ଏବଂ କାର୍ଯ୍ୟକାରିତା ବୃଦ୍ଧି କରିବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ। ୨୦୧୪ ମସିହାରେ ତେଲେଙ୍ଗାନାକୁ ଏକ ଅଲଗା ରାଜ୍ୟ ମାନ୍ୟତା ଦିଆଯାଇଥିଲା। ନିର୍ବାଚନ ପ୍ରଚାର ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଥିଲେ ଯେ ତାଙ୍କ ସରକାର ଗଠନ ହେବା ମାତ୍ରେ ଟିଏସ ଏବରେବିଏସନ ବ୍ୟବସ୍ଥା ବଦଳାଯିବ।
ଭାରତକୁ ଏହି ମହିଳା ବୈଜ୍ଞାନିକ ଦେଲେ 'ଦିବ୍ୟାସ୍ତ୍ର', DRDOରେ 'ପାୱରହାଉସ୍ ଅଫ୍ ଏନର୍ଜି' ନାଁରେ ପରିଚିତ