ତ୍ରିକୋଣୀୟ ପ୍ରେମରୁ ଅପହରଣ, ଝିଅ ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲା ପ୍ରଥମ ପ୍ରେମିକ

ଭୁବନେଶ୍ବର ୧୩।୩: ଏକ ଫୁଲ ଦେ ମାଲି । ଦ୍ବିତୀୟ ପ୍ରେମିକ ସହ ସମ୍ପର୍କ ରଖିବାରୁ ଯୁବକଙ୍କୁ ଅପହରଣ । ଅପହରଣ ଷଡଯନ୍ତ୍ର ରଚିଥିଲେ ଯୁବତୀଙ୍କ ଭାଇ ଏବଂ ପ୍ରଥମ ପ୍ରେମିକ । ୪ ଅପହରଣକାରୀଙ୍କୁ ପୁରୀରୁ ଧରିଲା ନୟାପଲ୍ଲୀ ଥାନା ପୋଲିସ । ପ୍ରଥମ ପ୍ରେମିକ ଏବଂ ତାର ସହଯୋଗୀଙ୍କ ସମେତ ୪ ଜଣ ଅଟକ ଅଛନ୍ତି । ଅଟକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡିଛି । ଅପହରଣରେ ବ୍ୟବହୃତ ବାଇକ୍, ଖଣ୍ଡା, ଭୁଜାଲି ଜବତ ହୋଇଛି । ତେବେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ଘର ୟୁନିଟ୍-୮ ଅଞ୍ଚଳରେ ହୋଇଥିବା ଜଣାପଡିଛି । You Can Read :ବଢିଲା ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧିଙ୍କ ପାରିତୋଷିକ ଓ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ତ୍ରିକୋଣୀୟ ପ୍ରେମରୁ ଅପହରଣ, ଝିଅ ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲା ପ୍ରଥମ ପ୍ରେମିକ

ଭୁବନେଶ୍ବର ୧୩।୩: ଏକ ଫୁଲ ଦେ ମାଲି । ଦ୍ବିତୀୟ ପ୍ରେମିକ ସହ ସମ୍ପର୍କ ରଖିବାରୁ ଯୁବକଙ୍କୁ ଅପହରଣ । ଅପହରଣ ଷଡଯନ୍ତ୍ର ରଚିଥିଲେ ଯୁବତୀଙ୍କ ଭାଇ ଏବଂ ପ୍ରଥମ ପ୍ରେମିକ । 

୪ ଅପହରଣକାରୀଙ୍କୁ ପୁରୀରୁ ଧରିଲା ନୟାପଲ୍ଲୀ ଥାନା ପୋଲିସ । ପ୍ରଥମ ପ୍ରେମିକ ଏବଂ ତାର ସହଯୋଗୀଙ୍କ ସମେତ ୪ ଜଣ ଅଟକ ଅଛନ୍ତି । ଅଟକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡିଛି । ଅପହରଣରେ ବ୍ୟବହୃତ ବାଇକ୍, ଖଣ୍ଡା, ଭୁଜାଲି ଜବତ ହୋଇଛି । 

ତେବେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ଘର ୟୁନିଟ୍-୮ ଅଞ୍ଚଳରେ ହୋଇଥିବା ଜଣାପଡିଛି । 

You Can Read :

ବଢିଲା ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧିଙ୍କ ପାରିତୋଷିକ ଓ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା