ଥରହର ପାକିସ୍ତାନ, ଭାରତ କରିବ କି ଷ୍ଟ୍ରାଇକ୍ !

୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜବୁତ କରିବ। ଫ୍ରାନ୍ସରୁ ୨୨ଟି ସିଙ୍ଗଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଟ୍ୱିନ୍‌ ସିଟର ରାଫେଲ ଜେଟ୍‌ ଭାରତକୁ ଆସିବ।

ଥରହର ପାକିସ୍ତାନ, ଭାରତ କରିବ କି ଷ୍ଟ୍ରାଇକ୍ !
Array