ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨।୪: ମଙ୍ଗଳବାର ଜାପାନରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଉତ୍ତର ଜାପାନର ଇୱାତେ ଏବଂ ଆମୋରି ପ୍ରିଫେକ୍ଟରରେ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ କହିଛି ଯେ ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା୬.୧ ଥିବା ମାପ କରାଯାଇଛି। ଜାପାନ ମେଟେରୋଲୋଜିକାଲ ଏଜେନ୍ସିର ସୂଚନା ଦେଇ ରଏଟର୍ସ ରିପୋର୍ଟ କରିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇୱାତେ ପ୍ରିଫେକ୍ଟରର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ଥିଲା। ତେବେ ଏଥିରେ ଏପର୍ଯ୍ୟନ୍ତ […] The post ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧ appeared first on Dharitri Odia News.

ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨।୪: ମଙ୍ଗଳବାର ଜାପାନରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଉତ୍ତର ଜାପାନର ଇୱାତେ ଏବଂ ଆମୋରି ପ୍ରିଫେକ୍ଟରରେ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ କହିଛି ଯେ ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା୬.୧ ଥିବା ମାପ କରାଯାଇଛି। ଜାପାନ ମେଟେରୋଲୋଜିକାଲ ଏଜେନ୍ସିର ସୂଚନା ଦେଇ ରଏଟର୍ସ ରିପୋର୍ଟ କରିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇୱାତେ ପ୍ରିଫେକ୍ଟରର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ଥିଲା। ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

The post ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧ appeared first on Dharitri Odia News.