ଥାନାରେ ଚାଞ୍ଚଲ୍ୟ, ଏସ୍ଆଇଙ୍କୁ କାମୁଡ଼ି ପକାଇଲେ ମେଜରଙ୍କ ବାନ୍ଧବୀ
ଭୁବନେଶ୍ୱର,୧୫।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତେବେ ଏହି ଆକ୍ରମଣରେ ଥାନାର ୪ ଜଣ କନଷ୍ଟେବଲ ଆହତ ହୋଇଛନ୍ତି। ମହିଳା ଏସଆଇଙ୍କୁ ମେଜରଙ୍କ ବାନ୍ଧବୀ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ମେଜର ଜଣଙ୍କ କୋଲକାତା ୨୨ ଶିଖ ରେଜିମେଣ୍ଟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ କେହି ଅସମ୍ମାନିତ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ। ମହିଳା ଏସ୍ଆଇ ଲିଖିତ ଆକାରରେ ଦେବାକୁ କହିବାରୁ […] The post ଥାନାରେ ଚାଞ୍ଚଲ୍ୟ, ଏସ୍ଆଇଙ୍କୁ କାମୁଡ଼ି ପକାଇଲେ ମେଜରଙ୍କ ବାନ୍ଧବୀ appeared first on Dharitri Odia News.
ଭୁବନେଶ୍ୱର,୧୫।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତେବେ ଏହି ଆକ୍ରମଣରେ ଥାନାର ୪ ଜଣ କନଷ୍ଟେବଲ ଆହତ ହୋଇଛନ୍ତି। ମହିଳା ଏସଆଇଙ୍କୁ ମେଜରଙ୍କ ବାନ୍ଧବୀ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ମେଜର ଜଣଙ୍କ କୋଲକାତା ୨୨ ଶିଖ ରେଜିମେଣ୍ଟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ କେହି ଅସମ୍ମାନିତ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ। ମହିଳା ଏସ୍ଆଇ ଲିଖିତ ଆକାରରେ ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା।
The post ଥାନାରେ ଚାଞ୍ଚଲ୍ୟ, ଏସ୍ଆଇଙ୍କୁ କାମୁଡ଼ି ପକାଇଲେ ମେଜରଙ୍କ ବାନ୍ଧବୀ appeared first on Dharitri Odia News.