ଥାଲାପତି ବିଜୟଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ପ୍ରଦାନ
ଚେନ୍ନାଇ: ତାମିଲନାଡୁର ତାମିଲଗା ଭେଟ୍ରି କାଝାଗମ (ଟିଭିକେ)ର ପ୍ରମୁଖ ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ Y ବର୍ଗର ସୁରକ୍ଷା ପ୍ରଦାନ କରିଛି। ସୂଚନା ଅନୁଯାୟୀ, Y ସୁରକ୍ଷା କଭରେଜ ଅଧୀନରେ, ୮ରୁ ୧୧ ଜଣ ଯବାନ ଏବଂ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଟିଭିକେ ମୁଖ୍ୟ ବିଜୟଙ୍କ ସହିତ ୨୪ ଘଣ୍ଟା ରହିବେ। ତେବେ ବିଜୟ ଜଣେ ଅଭିନେତାରୁ ରାଜନୀତି ମଇଦାନକୁ ଓହ୍ଲାଇ ଥିବାରୁ ତାଙ୍କ ରାଲି କିମ୍ବା ସଭାରେ ବିପୁଳ […] The post ଥାଲାପତି ବିଜୟଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ପ୍ରଦାନ appeared first on Odisha.News.
ଚେନ୍ନାଇ: ତାମିଲନାଡୁର ତାମିଲଗା ଭେଟ୍ରି କାଝାଗମ (ଟିଭିକେ)ର ପ୍ରମୁଖ ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ Y ବର୍ଗର ସୁରକ୍ଷା ପ୍ରଦାନ କରିଛି। ସୂଚନା ଅନୁଯାୟୀ, Y ସୁରକ୍ଷା କଭରେଜ ଅଧୀନରେ, ୮ରୁ ୧୧ ଜଣ ଯବାନ ଏବଂ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଟିଭିକେ ମୁଖ୍ୟ ବିଜୟଙ୍କ ସହିତ ୨୪ ଘଣ୍ଟା ରହିବେ। ତେବେ ବିଜୟ ଜଣେ ଅଭିନେତାରୁ ରାଜନୀତି ମଇଦାନକୁ ଓହ୍ଲାଇ ଥିବାରୁ ତାଙ୍କ ରାଲି କିମ୍ବା ସଭାରେ ବିପୁଳ ଜନସମାଗମ ହେବ। ଏଭଳି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ Y ସୁରକ୍ଷା କଭର କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି।
The post ଥାଲାପତି ବିଜୟଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ପ୍ରଦାନ appeared first on Odisha.News.