ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର, ବନବିଭାଗର ତଦନ୍ତ ଜାରି

ଅନୁଗୋଳ : ଦନ୍ତାର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ।  ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ ପକୁଣ୍ଡାଠାରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର । ବନବିଭାଗର ତଦନ୍ତ ଜାରି।   ହାତୀର ଦେହରେ ତିନୋଟି ଗୁଳି ବାଜିଥିବା ଅନୁମାନ କରାଯାଉଛି।  ହାତୀଟିର ବୟସ ପାଖାପାଖି ୨୦ବର୍ଷ ଅନୁମାନ କରାଯାଇଛି ।  ଧାନ ଫସଲ ଖାଇବାକୁ ଆସିଥିବାବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହାତୀଟିର ଶରୀରରେ ତିନିଟି ସ୍ଥାନରେ କ୍ଷତ ଦେଖିବାକୁ ମିଳିଥିବା ବେଳେ କେଉଁ କାରଣରୁ ତା’ର […] The post ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର, ବନବିଭାଗର ତଦନ୍ତ ଜାରି appeared first on KNews Odisha.

ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର, ବନବିଭାଗର ତଦନ୍ତ ଜାରି
elephant dead

ଅନୁଗୋଳ : ଦନ୍ତାର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ।  ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ ପକୁଣ୍ଡାଠାରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର । ବନବିଭାଗର ତଦନ୍ତ ଜାରି।   ହାତୀର ଦେହରେ ତିନୋଟି ଗୁଳି ବାଜିଥିବା ଅନୁମାନ କରାଯାଉଛି।  ହାତୀଟିର ବୟସ ପାଖାପାଖି ୨୦ବର୍ଷ ଅନୁମାନ କରାଯାଇଛି ।  ଧାନ ଫସଲ ଖାଇବାକୁ ଆସିଥିବାବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ହାତୀଟିର ଶରୀରରେ ତିନିଟି ସ୍ଥାନରେ କ୍ଷତ ଦେଖିବାକୁ ମିଳିଥିବା ବେଳେ କେଉଁ କାରଣରୁ ତା’ର ମୃତ୍ୟୁ ଘଟିଛି, ସେ ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ ବୋଲି ଅନୁଗୋଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

The post ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର, ବନବିଭାଗର ତଦନ୍ତ ଜାରି appeared first on KNews Odisha.