ଦରମା ବଢ଼ାଇବା ଦାବି କେହି ଶୁଣିଲେନି, ‘ଲକ୍ଷ୍ମୀ ବସ୍’ ଚଲାଇବା ବନ୍ଦ କଲେ ଡ୍ରାଇଭର

ଭୋଗରାଇ ୧୫।୫: ବାଲେଶ୍ବର ଭୋଗରାଇରେ ‘ଲକ୍ଷ୍ମୀ ବସ୍’ ସେବା ଠପ୍ । ସାଧାରଣ ଲୋକେ ହନ୍ତସନ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ରେ ୫୦ଟି ପଞ୍ଚାୟତ ୬ଟି ‘ଲକ୍ଷ୍ମୀ ବସ୍’ ଚାଲୁ ରହିଥିବା ବେଳେ ଲୋକ ମାନେ ବହୁ ଉପକୃତ ହେଉଥିଲେ । ଦୀର୍ଘ ୧୪ ମାସ ବସ୍ ଚଳାଇଥିବା ଡ୍ରାଇଭର ମାନେ ମାସକୁ ପ୍ରାୟ ୧୩ ହଜାର ୫୦୦ ଟଙ୍କା ପାଉଥିଲେ । ମାତ୍ର ଏହି ଟଙ୍କାକୁ ଅଧିକ କରିବା ପାଇଁ ସମସ୍ତ ଡ୍ରାଇଭର ମାନେ ବାରମ୍ବାର ଦାବି ରଖିଥିଲେ । ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଦାବି କେହି ନଶୁଣିବାରୁ ସମସ୍ତ ଗାଡ଼ିକୁ ଡ୍ରାଇଭର ମାନେ ବନ୍ଦ କରିଛନ୍ତି । ତେବେ ଯେପର୍ଯ୍ୟନ୍ତ ସେମାନଙ୍କ ଦରମା ବଢା ନଯିବ ସେ ପର୍ଯ୍ୟନ୍ତ ଏଭଳି ବସ୍ ସେବା ବନ୍ଦ ରହିବ ବୋଲି ସେମାନେ କହିଛନ୍ତି .You Can Read:ଆସନ୍ତା ମାସରେ ହୋଇଥାନ୍ତା ବାହାଘର : OYOରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ପୁରୁଷବନ୍ଧୁ ଥାନାରେ ଅଟକ

ଦରମା ବଢ଼ାଇବା ଦାବି କେହି ଶୁଣିଲେନି, ‘ଲକ୍ଷ୍ମୀ ବସ୍’ ଚଲାଇବା ବନ୍ଦ କଲେ ଡ୍ରାଇଭର

ଭୋଗରାଇ : ବାଲେଶ୍ବର ଭୋଗରାଇରେ ‘ଲକ୍ଷ୍ମୀ ବସ୍’ ସେବା ଠପ୍ । ସାଧାରଣ ଲୋକେ ହନ୍ତସନ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ରେ ୫୦ଟି ପଞ୍ଚାୟତ ୬ଟି ‘ଲକ୍ଷ୍ମୀ ବସ୍’ ଚାଲୁ ରହିଥିବା ବେଳେ ଲୋକ ମାନେ ବହୁ ଉପକୃତ ହେଉଥିଲେ । ଦୀର୍ଘ ୧୪ ମାସ ବସ୍ ଚଳାଇଥିବା ଡ୍ରାଇଭର ମାନେ ମାସକୁ ପ୍ରାୟ ୧୩ ହଜାର ୫୦୦ ଟଙ୍କା ପାଉଥିଲେ । ମାତ୍ର ଏହି ଟଙ୍କାକୁ ଅଧିକ କରିବା ପାଇଁ ସମସ୍ତ ଡ୍ରାଇଭର ମାନେ ବାରମ୍ବାର ଦାବି ରଖିଥିଲେ । 

ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଦାବି କେହି ନଶୁଣିବାରୁ ସମସ୍ତ ଗାଡ଼ିକୁ ଡ୍ରାଇଭର ମାନେ ବନ୍ଦ କରିଛନ୍ତି । ତେବେ ଯେପର୍ଯ୍ୟନ୍ତ ସେମାନଙ୍କ ଦରମା ବଢା ନଯିବ ସେ ପର୍ଯ୍ୟନ୍ତ ଏଭଳି ବସ୍ ସେବା ବନ୍ଦ ରହିବ ବୋଲି ସେମାନେ କହିଛନ୍ତି .

You Can Read:

ଆସନ୍ତା ମାସରେ ହୋଇଥାନ୍ତା ବାହାଘର : OYOରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ପୁରୁଷବନ୍ଧୁ ଥାନାରେ ଅଟକ