ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ପାଇଁ ପରିଶ୍ରମ କରିଛୁ, ଆଗକୁ କରିବୁ । ୨୪ ବର୍ଷର ଶାସନକୁ ନେଇ କୌଣସି ଲାଜ କରିବାର ନାହିଁ । ଆଜି ନବନିର୍ବାଚିତ ବିଜେଡି ବିଧାୟକ ଓ ଦଳର ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି। ସେ କହିଛନ୍ତି, ଶାସନକୁ ଆସିବା ସମୟରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ୭୦ ପ୍ରତିଶତ ଥିଲେ । ବର୍ତ୍ତମାନ ଏହି ହାର ୧୦ ପ୍ରତିଶତକୁ ହ୍ରାସ ପାଇଥିବା ନବୀନ କହିଛନ୍ତି । ନବୀନ ନିବାସରେ ବିଜେଡିର […] The post ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ appeared first on KNews Odisha.

ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ
naveen-1

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ପାଇଁ ପରିଶ୍ରମ କରିଛୁ, ଆଗକୁ କରିବୁ । ୨୪ ବର୍ଷର ଶାସନକୁ ନେଇ କୌଣସି ଲାଜ କରିବାର ନାହିଁ । ଆଜି ନବନିର୍ବାଚିତ ବିଜେଡି ବିଧାୟକ ଓ ଦଳର ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି। ସେ କହିଛନ୍ତି, ଶାସନକୁ ଆସିବା ସମୟରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ୭୦ ପ୍ରତିଶତ ଥିଲେ । ବର୍ତ୍ତମାନ ଏହି ହାର ୧୦ ପ୍ରତିଶତକୁ ହ୍ରାସ ପାଇଥିବା ନବୀନ କହିଛନ୍ତି ।

ନବୀନ ନିବାସରେ ବିଜେଡିର ବୈଠକ ଶେଷ ହୋଇଛି । ଦଳର ସଭାପତି ନବୀନ ନିବାସଙ୍କ ଅଧକ୍ଷତାରେ ଏହି ବୈଠକ ବସିଥିଲା। ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ନବନିର୍ବାଚିତ ପ୍ରତିନିଧି ମନେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ବୈଠକରେ ବିଜେଡି ସୁପ୍ରିମୋ ନିଜନିଜ ଅଞ୍ଚଳବାସୀଙ୍କ ସହ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

The post ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ appeared first on KNews Odisha.