ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ

ପାଟଣା: କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଟଣା ନିର୍ବାଚନ ମଣ୍ଡଳୀର ଅସନପାଟ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ। ଶ୍ରୀ ସିଂହ ହେଲିକପ୍ଟର ଯୋଗେ ଅପରାହ୍ନରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ। ସେ ପହଞ୍ଚିବା ପରେ ଉପସ୍ଥିତ ଜନତା ତଥା ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଖୁବ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶ୍ରୀ ସିଂହ ତାଙ୍କ ଅଭିଭାଷଣ ମାଧ୍ୟମରେ କେନ୍ଦ୍ର ସରକାରଙ୍କ […]

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ

ପାଟଣା: କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଟଣା ନିର୍ବାଚନ ମଣ୍ଡଳୀର ଅସନପାଟ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ। ଶ୍ରୀ ସିଂହ ହେଲିକପ୍ଟର ଯୋଗେ ଅପରାହ୍ନରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ। ସେ ପହଞ୍ଚିବା ପରେ ଉପସ୍ଥିତ ଜନତା ତଥା ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଖୁବ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶ୍ରୀ ସିଂହ ତାଙ୍କ ଅଭିଭାଷଣ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ନେଇ ଜନତାଙ୍କୁ ଅବଗତ କରାଇଥିଲେ।