ଦଶପଲ୍ଲାରେ କାଳବୈଶାଖୀ ତାଣ୍ଡବ
ଦଶପଲ୍ଲାରେ କାଳବୈଶାଖୀ ତାଣ୍ଡବ ଦଶପଲ୍ଲାରେ ତାଣ୍ଡବ ରଚିଲା କାଳବୈଶାଖୀ । ଅଚାନକ ପବନ ସାଙ୍ଗକୁ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ତାପରେ ଛେଚିଲା ବର୍ଷା । ହେଲେ ବର୍ଷା ପୂର୍ବରୁ ହୋଇଥିବା ଝଡ଼ ତୋଫାନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ । #Kal
ଦଶପଲ୍ଲାରେ କାଳବୈଶାଖୀ ତାଣ୍ଡବ
ଦଶପଲ୍ଲାରେ ତାଣ୍ଡବ ରଚିଲା କାଳବୈଶାଖୀ । ଅଚାନକ ପବନ ସାଙ୍ଗକୁ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ତାପରେ ଛେଚିଲା ବର୍ଷା । ହେଲେ ବର୍ଷା ପୂର୍ବରୁ ହୋଇଥିବା ଝଡ଼ ତୋଫାନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ।
#Kal