ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ

ଭୁବନେଶ୍ୱର : ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ । ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଟାସ୍କଫୋର୍ସ । ସଦସ୍ୟ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଟାସ୍କଫୋର୍ସରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ , ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବ ସଦସ୍ୟ ଅଛନ୍ତି ।  ଏହା ଦ୍ବାରା ଦାଦନ ବିସ୍ଥାପନ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ପ୍ରୟାସ ହେବ  । ପ୍ରତି ୬ ମାସରେ ସମୀକ୍ଷା […] The post ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ appeared first on KNews Odisha.

ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ
kv

ଭୁବନେଶ୍ୱର : ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ । ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଟାସ୍କଫୋର୍ସ । ସଦସ୍ୟ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଟାସ୍କଫୋର୍ସରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ , ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବ ସଦସ୍ୟ ଅଛନ୍ତି ।  ଏହା ଦ୍ବାରା ଦାଦନ ବିସ୍ଥାପନ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ପ୍ରୟାସ ହେବ  । ପ୍ରତି ୬ ମାସରେ ସମୀକ୍ଷା ବୈଠକ କରି ପଦକ୍ଷେପ ନିଆଯିବ ।

The post ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ appeared first on KNews Odisha.