କିସ୍ ବିଶ୍ୱବିଦ୍ୟାଳୟରେ ଭୋକେସନାଲ ଡିଗ୍ରୀ ଆରମ୍ଭ

 ଭୁବନେଶ୍ବର : କିସ୍ ବିଶ୍ୱବିଦ୍ୟାଳୟରେ ଭୋକେସନାଲ ଡିଗ୍ରୀ ଆରମ୍ଭ । ଭୁବନେଶ୍ବର ସ୍ଥିତ କିସ ବିଶ୍ୱବିଦ୍ୟାଳୟରେ ଆଜି ଭୋକେସନାଲ ଡିଗ୍ରୀ ପାଇଁ MOU ସ୍ୱାକ୍ଷର ହୋଇଛି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ ଏଜୁକେଶନ ସହିତ ଆଜି କିସର Mou ସ୍ୱାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ ଏଜୁକେଶନର ସଭାପତି ପ୍ରତାପସିହ୍ନ କାକା ସାହେବ ଦେଶାୟୀ ଓ ସମ୍ପାଦକ ଡ଼ ଏସ.ଏମ ଅଲ୍ଲୀ ଯୋଗଦାନ କରିଥିଲେ । The post କିସ୍ ବିଶ୍ୱବିଦ୍ୟାଳୟରେ ଭୋକେସନାଲ ଡିଗ୍ରୀ ଆରମ୍ଭ appeared first on KNews Odisha.

କିସ୍ ବିଶ୍ୱବିଦ୍ୟାଳୟରେ ଭୋକେସନାଲ ଡିଗ୍ରୀ ଆରମ୍ଭ
kiss

 ଭୁବନେଶ୍ବର : କିସ୍ ବିଶ୍ୱବିଦ୍ୟାଳୟରେ ଭୋକେସନାଲ ଡିଗ୍ରୀ ଆରମ୍ଭ । ଭୁବନେଶ୍ବର ସ୍ଥିତ କିସ ବିଶ୍ୱବିଦ୍ୟାଳୟରେ ଆଜି ଭୋକେସନାଲ ଡିଗ୍ରୀ ପାଇଁ MOU ସ୍ୱାକ୍ଷର ହୋଇଛି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ ଏଜୁକେଶନ ସହିତ ଆଜି କିସର Mou ସ୍ୱାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ ଏଜୁକେଶନର ସଭାପତି ପ୍ରତାପସିହ୍ନ କାକା ସାହେବ ଦେଶାୟୀ ଓ ସମ୍ପାଦକ ଡ଼ ଏସ.ଏମ ଅଲ୍ଲୀ ଯୋଗଦାନ କରିଥିଲେ ।

The post କିସ୍ ବିଶ୍ୱବିଦ୍ୟାଳୟରେ ଭୋକେସନାଲ ଡିଗ୍ରୀ ଆରମ୍ଭ appeared first on KNews Odisha.