ଦାମଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, କହିଲେ ଓଡ଼ିଶାର ପ୍ରଗତିରେ ଯୋଗଦାନ ଚିର ସ୍ମରଣୀୟ
ଭୁବନେଶ୍ୱର ୨୨/୦୩: ପରଲୋକରେ ବରିଷ୍ଠ ବିଜେଡି ନେତା ଡା.ଦାମୋଦର ରାଉତ । ତାଙ୍କ ବିୟୋଗ ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । Saddened by the demise of veteran leader Shri Damodar Rout who served as minister several times in Odisha Government. Shri Rout's contribution to the progress of Odisha and the country will always be remembered. My deepest condolences to his family members and followers.— President of India (@rashtrapatibhvn) March 22, 2024ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ମହାମହିମ ଲେଖିଛନ୍ତି ଦାମୋଦର ରାଉତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାସହ ଓଡ଼ିଶାର ପ୍ରଗତିରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁ । ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମହାମହିମ । You can also read...ଦାମୋଦରଙ୍କୁ ହରାଇ ସାରା ରାଜ୍ୟ ଦୁଃଖିତ, ଶୋକବ୍ୟକ୍ତ କଲେ ବ୍ୟକ୍ତିିବିଶେଷ
ଭୁବନେଶ୍ୱର ୨୨/୦୩: ପରଲୋକରେ ବରିଷ୍ଠ ବିଜେଡି ନେତା ଡା.ଦାମୋଦର ରାଉତ । ତାଙ୍କ ବିୟୋଗ ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Saddened by the demise of veteran leader Shri Damodar Rout who served as minister several times in Odisha Government. Shri Rout's contribution to the progress of Odisha and the country will always be remembered. My deepest condolences to his family members and followers.— President of India (@rashtrapatibhvn) March 22, 2024
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ମହାମହିମ ଲେଖିଛନ୍ତି ଦାମୋଦର ରାଉତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାସହ ଓଡ଼ିଶାର ପ୍ରଗତିରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁ । ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମହାମହିମ ।
You can also read...
ଦାମୋଦରଙ୍କୁ ହରାଇ ସାରା ରାଜ୍ୟ ଦୁଃଖିତ, ଶୋକବ୍ୟକ୍ତ କଲେ ବ୍ୟକ୍ତିିବିଶେଷ