ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଗତ ୩ ଦିନ ଧରି ଶୀତ ମହୋତ୍ସବରେ ହରବାଲ ଚା’ବଣ୍ଟନ କରି ଦାରିଙ୍ଗବାଡିର ବୋଲବମ ସଙ୍ଘ ଚର୍ଚ୍ଚାରେ ରହିଛନ୍ତି। ପ୍ରତିଦିନ ହଜାର ହଜାର ଦର୍ଶକ ଏହି ମହୋତ୍ସବକୁ ଆସୁଥିବା ବେଳେ ସଙ୍ଘ ପକ୍ଷରୁ ମାଗଣା ହରବାଲ ଚା’ବଣ୍ଟନ ହେଉଥିବା ବେଳେ ଏଭଳି ଆୟୁର୍ବେଦିକ ପ୍ରସ୍ତୁତୀ ଚା’ପିଇକି ଦର୍ଶକ ପ୍ରଂଶସା କରିଛନ୍ତି। ସଙ୍ଘର ଏକାଧିକ ସଦସ୍ୟ ଦୈନିକ ୧୫ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଚା’ ପିଇବା […] The post ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ… appeared first on Dharitri Odia News.

ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଗତ ୩ ଦିନ ଧରି ଶୀତ ମହୋତ୍ସବରେ ହରବାଲ ଚା’ବଣ୍ଟନ କରି ଦାରିଙ୍ଗବାଡିର ବୋଲବମ ସଙ୍ଘ ଚର୍ଚ୍ଚାରେ ରହିଛନ୍ତି। ପ୍ରତିଦିନ ହଜାର ହଜାର ଦର୍ଶକ ଏହି ମହୋତ୍ସବକୁ ଆସୁଥିବା ବେଳେ ସଙ୍ଘ ପକ୍ଷରୁ ମାଗଣା ହରବାଲ ଚା’ବଣ୍ଟନ ହେଉଥିବା ବେଳେ ଏଭଳି ଆୟୁର୍ବେଦିକ ପ୍ରସ୍ତୁତୀ ଚା’ପିଇକି ଦର୍ଶକ ପ୍ରଂଶସା କରିଛନ୍ତି। ସଙ୍ଘର ଏକାଧିକ ସଦସ୍ୟ ଦୈନିକ ୧୫ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଚା’ ପିଇବା ସହ ପ୍ରଂଶସା କରିବା ସହ ଏଭଳି ନିଆରା ପରମ୍ପରାକୁ ଜନସାଧାରଣ ପ୍ରଂଶସା କରିଛନ୍ତି। ସଙ୍ଘର ସଭାପତି ପ୍ରଦୀପ କୁମାର ସାହୁଙ୍କ ସମେତ ସମ୍ପାଦକ ମୁନା ସାହୁ, ଜିଲୁ, ପାଣୁଆ, ଲଣ୍ଡା, ଅବକାଶ, ଦୀପକ, କାଳିଆ, ଦୁର୍ଗା, ଖଲି, ଲିକୁ, ନୂତନ, କାହ୍ନୁ, ବାବୁପଣ୍ଡା, ବାଦଲ, ଭଗବାନ, ସନ୍ତୋଷ, ପ୍ରମୁଖ ଏହାକୁ ପରିଚାଳନା କରିଛନ୍ତି।

The post ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ… appeared first on Dharitri Odia News.