ଦାୟିତ୍ବ ନେଲେ କଟକର ନୂଆ DCP ପ୍ରକାଶ ଆର୍
କଟକ ୫।୪: କଟକର ନୂତନ ଡିସିପି ଭାବେ ଶୁକ୍ରବାର ଅପରାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଇପିଏସ ଅଧିକାରୀ ପ୍ରକାଶ ଆର । ୨୦୦୮ ମସିହା ବ୍ୟାଚର ଆଇପିଏସ ଅଧିକାରୀ ପ୍ରକାଶ ଆର ଭିଜିଲାନ୍ସ ଡିଆଇଜି ଭାବେ କାର୍ଯ୍ଯ କରୁଥିଲେ । ପୂର୍ବରୁ କଟକର ଡିସିପି ଭାବେ କାର୍ଯ୍ଯ କରୁଥିବା ଡକ୍ଟର କନୱର ବିଶାଲ ସିଂହଙ୍କୁ ବଦଳି କରିଥିଲେ ନିର୍ବାଚନ କମିଶନ । ଶୁକ୍ରବାର ରାଜ୍ଯ ସରକାର ଭିଜିଲାନ୍ସରୁ କଟକ ଡିସିପି ଭାବେ ଯୋଗ ଦେଇଛନ୍ତି । ତେବେ ଆଗକୁ ନିର୍ବାଚନ ଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ଏକ ବଡ ଆହ୍ୱାନ ରହିବ । ଏଥିସହ ସହରବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ଯ କରିବେ ବୋଲି କାର୍ଯ୍ଯରେ ଯୋଗଦେବା ଅବସରରେ କହିଥିଲେ । ଏଥିସହ ନିର୍ବାଚନ ଥିବାରୁ ସହରରେ ଅପରାଧୀଙ୍କ ଗିରଫଦାରୀ ସହ ପାଟ୍ରୋଲିଂ ଓ ବ୍ଲକିଂକୁ ଅଧିକ ଗୁରୁତ୍ବ ଦିଆଯିବ । ତେବେ କଟକର ସମସ୍ତ ଅତିରିକ୍ତ ଡିସିପି, ଏସିପି ଓ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଆଗକୁ କାର୍ଯ୍ଯ କରିବେ ବୋଲି କଟକର ନୂତନ ଡିସିପି ପ୍ରକାଶ ଆର କହିଛନ୍ତି ।You Can Read :ସ୍କୁଟି ଉପରେ ମାଡିଗଲା ଟ୍ରକ୍ : ଚାଲିଗଲା ଚାଳକଙ୍କ ଜୀବନ
କଟକ ୫।୪: କଟକର ନୂତନ ଡିସିପି ଭାବେ ଶୁକ୍ରବାର ଅପରାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଇପିଏସ ଅଧିକାରୀ ପ୍ରକାଶ ଆର । ୨୦୦୮ ମସିହା ବ୍ୟାଚର ଆଇପିଏସ ଅଧିକାରୀ ପ୍ରକାଶ ଆର ଭିଜିଲାନ୍ସ ଡିଆଇଜି ଭାବେ କାର୍ଯ୍ଯ କରୁଥିଲେ । ପୂର୍ବରୁ କଟକର ଡିସିପି ଭାବେ କାର୍ଯ୍ଯ କରୁଥିବା ଡକ୍ଟର କନୱର ବିଶାଲ ସିଂହଙ୍କୁ ବଦଳି କରିଥିଲେ ନିର୍ବାଚନ କମିଶନ । ଶୁକ୍ରବାର ରାଜ୍ଯ ସରକାର ଭିଜିଲାନ୍ସରୁ କଟକ ଡିସିପି ଭାବେ ଯୋଗ ଦେଇଛନ୍ତି ।
ତେବେ ଆଗକୁ ନିର୍ବାଚନ ଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ଏକ ବଡ ଆହ୍ୱାନ ରହିବ । ଏଥିସହ ସହରବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ଯ କରିବେ ବୋଲି କାର୍ଯ୍ଯରେ ଯୋଗଦେବା ଅବସରରେ କହିଥିଲେ । ଏଥିସହ ନିର୍ବାଚନ ଥିବାରୁ ସହରରେ ଅପରାଧୀଙ୍କ ଗିରଫଦାରୀ ସହ ପାଟ୍ରୋଲିଂ ଓ ବ୍ଲକିଂକୁ ଅଧିକ ଗୁରୁତ୍ବ ଦିଆଯିବ । ତେବେ କଟକର ସମସ୍ତ ଅତିରିକ୍ତ ଡିସିପି, ଏସିପି ଓ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଆଗକୁ କାର୍ଯ୍ଯ କରିବେ ବୋଲି କଟକର ନୂତନ ଡିସିପି ପ୍ରକାଶ ଆର କହିଛନ୍ତି ।
You Can Read :