ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର

ସମ୍ବଲପୁର (କେନ୍ୟୁଜ): ଦିନ ଦ୍ବିପହରରେ ଯୁବକକୁ ଗୁଳିମାଡ଼ । ସମ୍ୱଲପୁର ଧନୁପାଲି ଛକରେ ଦ୍ବିପହରରେ ଗୁଳିମାଡ଼ । ସୁନା ଦୋକାନରୁ ଲୁଟ୍ ଉଦ୍ୟମବେଳେ ଗୁଳିମାଡ଼ ହୋଇଛି । ଯୁବକଙ୍କ ପେଟରେ ବାଜିଛି ଦୁଇ ରାଉଣ୍ଡ ଗୁଳି । ଗୁରୁତର ଯୁବକଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । The post ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର appeared first on KNews Odisha.

ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର
firing case

ସମ୍ବଲପୁର (କେନ୍ୟୁଜ): ଦିନ ଦ୍ବିପହରରେ ଯୁବକକୁ ଗୁଳିମାଡ଼ । ସମ୍ୱଲପୁର ଧନୁପାଲି ଛକରେ ଦ୍ବିପହରରେ ଗୁଳିମାଡ଼ । ସୁନା ଦୋକାନରୁ ଲୁଟ୍ ଉଦ୍ୟମବେଳେ ଗୁଳିମାଡ଼ ହୋଇଛି । ଯୁବକଙ୍କ ପେଟରେ ବାଜିଛି ଦୁଇ ରାଉଣ୍ଡ ଗୁଳି । ଗୁରୁତର ଯୁବକଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।

The post ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର appeared first on KNews Odisha.