ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି : ଘରେ ପଶି ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ
ଝାରସୁଗୁଡା ୬।୯: ଝାରସୁଗୁଡା ସହରରେ ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି । ଘରେ ପଶି ଯୁବକଙ୍କୁ ଗୁଳି ମାରି ଦୁଇ ଦୁର୍ବୃତ୍ତ ଫେରାର । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ସହରର ଶାନ୍ତି ନଗରରେ ରହୁଥିବା ରାକେଶ ଓରାମ ଘରେ ପଶି ଦୁଇ ଜଣ ଦୁଇ ରାଉଣ୍ଡ ଗୁଳି ଫୁଟାଇଲେ । ରାକେଶର କାନ୍ଧରେ ଗୁଳି ବାଜିଛି । ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିବା ସୂଚନା ।You Can Read:ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା
ଝାରସୁଗୁଡା ୬।୯: ଝାରସୁଗୁଡା ସହରରେ ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି । ଘରେ ପଶି ଯୁବକଙ୍କୁ ଗୁଳି ମାରି ଦୁଇ ଦୁର୍ବୃତ୍ତ ଫେରାର ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ସହରର ଶାନ୍ତି ନଗରରେ ରହୁଥିବା ରାକେଶ ଓରାମ ଘରେ ପଶି ଦୁଇ ଜଣ ଦୁଇ ରାଉଣ୍ଡ ଗୁଳି ଫୁଟାଇଲେ । ରାକେଶର କାନ୍ଧରେ ଗୁଳି ବାଜିଛି । ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିବା ସୂଚନା ।
You Can Read:
ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା