ଦିନଟି ମଧ୍ୟମ ଫଳ ପ୍ରଦାନ କରିବ, ବ୍ୟବସାୟରେ ଭଲ ଫଳ ମିଳିବ

ମେଷ- ଦିନଟିରେ ମଧ୍ୟମ ଫଳ ପ୍ରାପ୍ତ କରିବେ। ଦେଇଥିବା ଧନ ରାଶି ଫେରିପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟବସାୟରେ ସମ୍ଭ୍ରମତା ରଖିଲେ ଅଧିକ ଲାଭ ପାଇପାରିବେ । ଛାତ୍ର ଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।ବୃଷ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ । ମନ ବ୍ୟାକୁଳିତ ରହିବ । କାର୍ଯ୍ୟ କରିବା ସମୟରେ ଧ୍ୟାନର ସହ କରନ୍ତୁ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟରେ ଭଲ ଫଳ ମିଳିବ । ନୂତନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେବେ ।ମିଥୁନ- ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। କିଛି କାର୍ଯ୍ୟକୁ ହାସଲ କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିପାରେ । ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି କଠିନ ହୋଇପାରେ।କର୍କଟ- କାହା ଉପରେ ଭରସା କରିବା ପୂର୍ବରୁ ଥରେ ନିଶ୍ଚିନ୍ତ ଭାବି ନିଅନ୍ତୁ । ଉଚ୍ଚ ପଦ ପଦବୀରେ ସମ୍ମାନିତ ହେବେ । ନୂତନ ଆବେଦନ ପାଇଁ ବିଦ୍ୟାର୍ଥୀମାନଙ୍କୁ ଦିନଟି ଶୁଭ ହେବ । ଗରିବଙ୍କ ସେବାରେ କିଛି ଧନ ଦାନ ଦେଲେ ଦିନଟି ଆହୁରି ଶୁଭ ଦାୟକ ହେବ । ବ୍ୟବସାୟରେ ବିତ୍ତ ବୃଦ୍ଧି ହେବ ।ସିଂହ- ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଦିନଟି ବ୍ୟସ୍ତ ବହୁଳତାରେ କଟିବ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛ

ଦିନଟି ମଧ୍ୟମ ଫଳ ପ୍ରଦାନ କରିବ, ବ୍ୟବସାୟରେ ଭଲ ଫଳ ମିଳିବ

ମେଷ- ଦିନଟିରେ ମଧ୍ୟମ ଫଳ ପ୍ରାପ୍ତ କରିବେ। ଦେଇଥିବା ଧନ ରାଶି ଫେରିପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟବସାୟରେ ସମ୍ଭ୍ରମତା ରଖିଲେ ଅଧିକ ଲାଭ ପାଇପାରିବେ । ଛାତ୍ର ଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।

ବୃଷ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ । ମନ ବ୍ୟାକୁଳିତ ରହିବ । କାର୍ଯ୍ୟ କରିବା ସମୟରେ ଧ୍ୟାନର ସହ କରନ୍ତୁ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟରେ ଭଲ ଫଳ ମିଳିବ । ନୂତନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେବେ ।

ମିଥୁନ- ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। କିଛି କାର୍ଯ୍ୟକୁ ହାସଲ କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିପାରେ । ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି କଠିନ ହୋଇପାରେ।

କର୍କଟ- କାହା ଉପରେ ଭରସା କରିବା ପୂର୍ବରୁ ଥରେ ନିଶ୍ଚିନ୍ତ ଭାବି ନିଅନ୍ତୁ । ଉଚ୍ଚ ପଦ ପଦବୀରେ ସମ୍ମାନିତ ହେବେ । ନୂତନ ଆବେଦନ ପାଇଁ ବିଦ୍ୟାର୍ଥୀମାନଙ୍କୁ ଦିନଟି ଶୁଭ ହେବ । ଗରିବଙ୍କ ସେବାରେ କିଛି ଧନ ଦାନ ଦେଲେ ଦିନଟି ଆହୁରି ଶୁଭ ଦାୟକ ହେବ । ବ୍ୟବସାୟରେ ବିତ୍ତ ବୃଦ୍ଧି ହେବ ।

ସିଂହ- ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଦିନଟି ବ୍ୟସ୍ତ ବହୁଳତାରେ କଟିବ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

କନ୍ୟା- ଚାକିରିରେ ମତଭେଦ ସୃଷ୍ଟି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନର ବାଟ ଦେଖାଯିବ । ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମହୋଲ ରହିବ । ଛାତ୍ର ଛାତ୍ରୀମାନେ ନୂତନ ପ୍ରୟାସରେ ନିଜକୁ ସାମିଲ କରିବେ । ଚାଷୀ ମାନେ ଉପଯୁକ୍ତ ମୂଲ୍ୟ ପ୍ରାପ୍ତ କରିବେ ।

ତୁଳା- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀ ଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ । ଛାତ୍ର ଛାତ୍ରୀମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ ।

ବିଛା- ଧନ ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି । ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ । ଦାନ ଧର୍ମରେ ନିଜ ସମୟକୁ ଅତିବାହିତ କରିବେ । ସ୍ବାସ୍ଥ୍ୟ ଅବସ୍ଥା ସ୍ୱଚ୍ଛଳ ରହିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଏତେ ଭଲ ସାବ୍ୟସ୍ତ ହେବ ନାହିଁ । ଛାତ୍ର ଛାତ୍ରୀମାନେ ଅଧିକ ପରିଶ୍ରମ କରିବେ ।

ଧନୁ- ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ । ଆୟ ଠାରୁ ବ୍ୟୟ ଅଧିକ ପରିମାଣରେ ହେବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ଅନୁଭବ କରିବେ । ଶାରୀରିକ ଓ ମାନସିକ ଅବସ୍ଥା ଏତେ ଭଲ ରହିବ ନାହିଁ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଳହ ଦେଖାଦେଇପାରେ ।

ମକର- ଚାକିରି କ୍ଷେତ୍ରରେ ପଦୋନ୍ନତିର ଯଥେଷ୍ଟ ସମ୍ଭାବନା ରହିଛି । ବୟୋଜ୍ୟେଷ୍ଠଙ୍କ ଠାରୁ ସମ୍ମାନ ଓ ଆଶୀର୍ବାଦ ମିଳିବ । ଅଧା ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ପରିବାରରେ କୌଣସି ସଦସ୍ୟଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ ।

କୁମ୍ଭ- ଦୁର୍ଜନଙ୍କ ଠାରୁ ସଂପୂର୍ଣ୍ଣ ଦୂରେଇ ରୁହନ୍ତୁ । ପରିବାରରେ ଆପଣଙ୍କୁ ଅବହେଳିତ ହେବାକୁ ପଡ଼ିପାରେ । ଅତିଥି ଚର୍ଯ୍ୟାରେ ସମୟ ଅତିବାହିତ କରିବେ । ହେବାକୁ ଥିବା କାର୍ଯ୍ୟ ଅଟକି ରହି ଯାଇପାରେ । ନିବେଶ ପାଇଁ ଦିନଟି ସଂପୂର୍ଣ୍ଣ ଖରାପ ରହିଛି । ଭାଇଛିନ୍ତି ନିବେଶ କରନ୍ତୁ । କିଛି ଭଲ ସୂଚନା ଆପଣଙ୍କୁ ମିଳିପାରେ ।

ମୀନ- ଶରୀରରେ ସାମାନ୍ୟ ପୀଡ଼ା ଅନୁଭବ ହୋଇପାରେ । ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହର ପୂର୍ଣ୍ଣଚ୍ଛେଦ ପଡ଼ିବ।