ଦିନରେ ଦେଶ ସେବା, ରାତିରେ ଗଞ୍ଜେଇ ବେପାର; ବନ୍ଧାହେଲେ ୩ ଯବାନ

ଦିନରେ ଦେଶ ସେବା, ରାତିରେ ଗଞ୍ଜେଇ ବେପାର । ଖବର ପାଇ ମାଡ଼ି ବସିଲା ପୋଲିସ । ତିନିଜଣ ଆଇ.ଆର.ବି ଯବାନଙ୍କ ପାଖରୁ ମିଲିଲା ୧୫ କେଜି ଗଂଜେଇ ।

ଦିନରେ ଦେଶ ସେବା, ରାତିରେ ଗଞ୍ଜେଇ ବେପାର; ବନ୍ଧାହେଲେ ୩ ଯବାନ
Array