ଦିବ୍ୟାଙ୍ଗ ପିଲା ଖେଳିଲେ ରଙ୍ଗର ହୋଲି, ଉଦଳା ମେଡିକାଲର ଡାକ୍ତରଙ୍କ ସମେତ ଛାତ୍ରଛାତ୍ରୀ ମସଗୁଲ
ଆଜି ରଙ୍ଗର ପର୍ବ ହୋଲି। ହୋଲି କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବଗୋଷ୍ଠୀ ଏବଂ ଡାକ୍ତର। ଉଦଳା ଭାରତଜ୍ୟୋତି ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହିତ ହୋଲି ପାଳନ କରାଯାଇଛି। ଉଦଳା ମେଡିକାଲର ଡାକ୍ତରଙ୍କ