ଦିଲ୍ଲୀ କର୍ତ୍ତବ୍ୟପଥ ବଖାଣିଲା ସର୍ବବୃହତ୍ ଗଣତନ୍ତ୍ରର ଗରିମା
ଦିଲ୍ଲୀରୁ ପଲ୍ଲୀ, ସବୁଠି ୭୫ତମ ଗଣତନ୍ତ୍ର ଦିବସର ଉଲ୍ଲାସ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦିଲ୍ଲୀରୁ ପଲ୍ଲୀ, ସବୁଠି ୭୫ ତମ ଗଣତନ୍ତ୍ର ଦିବସର ଉଲ୍ଲାସ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉତ୍ସବରେ
ମୁଖ୍ୟ ଅତିଥି ସାଜିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ରଙ୍ଗାରଙ୍ଗ ପରେଡ୍ରୁ ପ୍ରଜ୍ଞାପନ ମେଢ ଯାଏଁ ସବୁଥିରେ ବାରି ହୋଇ ପଡ଼ିଥିଲା ବିକଶିତ ଭାରତରେ
ନାରୀ ସଶକ୍ତୀକରଣର ଝଲକ୍। ଅନନ୍ୟ ଆକର୍ଷଣ ଥିଲା ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ଗଡ଼ିଥିବା ଓଡ଼ିଶା ଟାବ୍ଲୁ।