ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍, IAS ବିଷ୍ଣୁପଦ ସେଠୀଙ୍କ ହାଜର ନେଇ ବଢିଲା ସସ୍‌ପେନ୍ସ

ଭୁବନେଶ୍ୱର ୧୯।୧୨ : ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍‌ । ରାଜଧାନୀରୁ ୧୦ ଟଙ୍କା ଲାଞ୍ଚ ମାମଲାରେ ଛାନ୍‌ଭିନ୍‌ ସାରି ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍‌ । ଗୁରୁବାର ସକାଳୁ ସକାଳୁ ଟିମ୍‌ ଦିଲ୍ଲୀ ଯାଇଥିବା ନେଇ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଖବର ଅନୁଯାୟୀ, ରାଜଧାନୀରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ଚଢାଉ କରିଥିଲା ସିବିଆଇ । ଏହି ଚଢାଉରେ କିଛି ଲୋକଙ୍କୁ ଗିରଫ  କରିଥିବା ବେଳେ ଅନେକ ସାମଗ୍ରୀ ମଧ୍ୟ ଜବତ କରିଥିଲା । ହେଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଜର ହେବା ନେଇ ନୋଟିସ୍‌ କରିଥିଲା ସିବିଆଇ ଟିମ୍‌ । ହେଲେ ଏକାଧିକ ଥର ନୋଟିସ୍‌ ପରେ ବି ହାଜର ହୋଇନଥିଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀ । ଯେହେତୁ ଏବେ ସିବିଆଇ ଟିମ୍‌ ତଦନ୍ତ ସାରି ଦିଲ୍ଲୀ ଫେରିଯାଇଛି। ତେଣୁ ସିବିଆଇ ଦିଲ୍ଲୀ ଯିବା ପରେ  ଆଇଏଏସ୍‌ ବିଷ୍ଣୁପଦ ସେଠୀ କେଉଁଠି ହାଜର ହେବେ, ତାକୁ ନେଇ ସସ୍‌ପେନ୍ସ ବଢିଛି । 

ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍, IAS ବିଷ୍ଣୁପଦ ସେଠୀଙ୍କ ହାଜର ନେଇ ବଢିଲା ସସ୍‌ପେନ୍ସ

ଭୁବନେଶ୍ୱର ୧୯।୧୨ : ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍‌ । ରାଜଧାନୀରୁ ୧୦ ଟଙ୍କା ଲାଞ୍ଚ ମାମଲାରେ ଛାନ୍‌ଭିନ୍‌ ସାରି ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍‌ । ଗୁରୁବାର ସକାଳୁ ସକାଳୁ ଟିମ୍‌ ଦିଲ୍ଲୀ ଯାଇଥିବା ନେଇ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ରାଜଧାନୀରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ଚଢାଉ କରିଥିଲା ସିବିଆଇ । ଏହି ଚଢାଉରେ କିଛି ଲୋକଙ୍କୁ ଗିରଫ  କରିଥିବା ବେଳେ ଅନେକ ସାମଗ୍ରୀ ମଧ୍ୟ ଜବତ କରିଥିଲା । ହେଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଜର ହେବା ନେଇ ନୋଟିସ୍‌ କରିଥିଲା ସିବିଆଇ ଟିମ୍‌ । ହେଲେ ଏକାଧିକ ଥର ନୋଟିସ୍‌ ପରେ ବି ହାଜର ହୋଇନଥିଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀ । ଯେହେତୁ ଏବେ ସିବିଆଇ ଟିମ୍‌ ତଦନ୍ତ ସାରି ଦିଲ୍ଲୀ ଫେରିଯାଇଛି। ତେଣୁ ସିବିଆଇ ଦିଲ୍ଲୀ ଯିବା ପରେ  ଆଇଏଏସ୍‌ ବିଷ୍ଣୁପଦ ସେଠୀ କେଉଁଠି ହାଜର ହେବେ, ତାକୁ ନେଇ ସସ୍‌ପେନ୍ସ ବଢିଛି ।