ସୋମବାର ବସିବ ଛତିଶା ନିଯୋଗ ବୈଠକ, ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା
ପୁରୀ ୧୮।୦୩ : ସୋମବାର ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ । ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବମାଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।ଖବର ଅନୁଯାୟୀ, ପ୍ରଥମେ ନୀତି ସବ୍ କମିଟି ଓ ପରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ସେହିପରି ଏହି ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ବିଷୟରେ ବିସ୍ତୃତ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ବୈଠକରେ ପୁରୀ ଏସପି, ଜିଲ୍ଲାପାଳ, ଛତିଶା ନିଯୋଗ ସେବାୟତ ପ୍ରତିନିଧି ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।
ପୁରୀ ୧୮।୦୩ : ସୋମବାର ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ । ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବମାଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।
ଖବର ଅନୁଯାୟୀ, ପ୍ରଥମେ ନୀତି ସବ୍ କମିଟି ଓ ପରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ସେହିପରି ଏହି ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ବିଷୟରେ ବିସ୍ତୃତ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ବୈଠକରେ ପୁରୀ ଏସପି, ଜିଲ୍ଲାପାଳ, ଛତିଶା ନିଯୋଗ ସେବାୟତ ପ୍ରତିନିଧି ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।