ମେ’ ମାସରେ ୧୪ ଦିନ ବ୍ୟାଙ୍କ୍ ବନ୍ଦ; ରବିବାର ଓ ଶନିବାରକୁ ଛାଡ଼ି ୮ ଦିନ ଛୁଟି

ନୂଆଦିଲ୍ଲୀ,୨୮/୪: ମେ’ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ।  ୪ଟି ରବିବାର ଏବଂ ୨ ଶନିବାର ବାଦ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ କାରଣ ପାଇଁ ଅନ୍ୟ ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ମାସର ଆରମ୍ଭ ଛୁଟିରୁ ହେବାକୁ ଯାଉଛି । ମେ’ ୧ରେ ଶ୍ରମିକ ଦିବସ ଓ ମହାରାଷ୍ଟ୍ର ପଡ଼ୁଛି । ଏଥିପାଇଁ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ,  କୋଚି, କୋଲକତା, ମୁମ୍ବାଇ, ନାଗପୁର,  ପଣଜୀ, ପାଟନା ଏବଂ ତ୍ରିଭେନ୍ଦ୍ରମରେ   ବ୍ୟାଙ୍କ ଛୁଟି ରହିବ । ସେହିଭଳି ସାଧାରଣ   ନିର୍ବାଚନ ମତଦାନ ପାଇଁ କିଛି ରାଜ୍ୟରେ ୩ ଦିନ ବ୍ୟାଙ୍କ ବନ୍ଦ ରହିବ ।  ଏହି ଦିନଗୁଡିକରେ ଅନଲାଇନ ଏବଂ ଏଟିଏମ୍‌ ସେବା ଲୋକମାନେ ଲାଭ  କରିପାରିବେ । ସେହିଭଳି ୮ ଦିନ ପୁଞ୍ଜିବଜାର ବା ସେୟାର ମାର୍କେଟ୍ କାରବାର ମଧ୍ୟ ବନ୍ଦ ରହିବ ।