ଦିଲ୍ଲୀ ବିଧାନସଭା ନିର୍ବାଚନ, ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ। ଜୋର ଧରିଛି ନିର୍ବାଚନୀ ପ୍ରଚାର। ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ଚାଲିଛି ମାରାଥନ... The post ଦିଲ୍ଲୀ ବିଧାନସଭା ନିର୍ବାଚନ, ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର appeared first on .

ଦିଲ୍ଲୀ ବିଧାନସଭା ନିର୍ବାଚନ,  ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ। ଜୋର ଧରିଛି ନିର୍ବାଚନୀ ପ୍ରଚାର। ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ଚାଲିଛି ମାରାଥନ ପ୍ରଚାର। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଜୋରଦାର ପ୍ରଚାର। ପୁରା ଦିଲ୍ଲୀରେ ଡୋର ଟୁ ଡୋର ପ୍ରଚାର କରୁଛନ୍ତି ଆପ ନେତା। ଆତିଶୀ, ମନୀଷ ସିସୋଦିଆ, ସଂଜୟ ସିଂହ ଓ କେଜରିୱାଲଙ୍କ ସହ ମାରାଥନ ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଏଥର ଦିଲ୍ଲୀ ନିର୍ବାଚନ ହାତେଇବାକୁ ଲକ୍ଷ୍ୟ ରଖିଛି। ସନ୍ଦୀପ ଦିକ୍ଷୀତଙ୍କ ନେୃତୃତ୍ଵରେ ଦିଲ୍ଲୀରେ ଚାଲିଛି କଂଗ୍ରେସର ପ୍ରଚାର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର କ୍ୟାମ୍ପେନ।ସରକାରଙ୍କ ଭୁଲ ନୀତିକୁ ନେଇ   ଲୋକଙ୍କ ନିକଟକୁ ଯାଇ ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ ଓ ନେତା।

The post ଦିଲ୍ଲୀ ବିଧାନସଭା ନିର୍ବାଚନ, ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର appeared first on .