ପୁଣି ଘଣ୍ଟ ବାଡେଇ ପ୍ରତିବାଦ କଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ନିଆରା ଢଙ୍ଗରେ କଂଗ୍ରେସର ପ୍ରତିବାଦ। ଘଣ୍ଟ ବାଡେଇ ପ୍ରତିବାଦ କରିଛି କଂଗ୍ରେସ। ଆଜି ସକାଳେ ଘଣ୍ଟ... The post ପୁଣି ଘଣ୍ଟ ବାଡେଇ ପ୍ରତିବାଦ କଲା କଂଗ୍ରେସ appeared first on .

ପୁଣି ଘଣ୍ଟ ବାଡେଇ ପ୍ରତିବାଦ କଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ନିଆରା ଢଙ୍ଗରେ କଂଗ୍ରେସର ପ୍ରତିବାଦ। ଘଣ୍ଟ ବାଡେଇ ପ୍ରତିବାଦ କରିଛି କଂଗ୍ରେସ। ଆଜି ସକାଳେ ଘଣ୍ଟ ବାଡ଼େଇ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନରୁ ପଦଯାତ୍ରାରେ ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଦୀପଦାନ କରି ପୋଲିସ ମାଡ଼ରେ ଆହତ କର୍ମୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏହା ସହିତ କଂଗ୍ରେସ ବିଧାୟକମାନେ କହିଛନ୍ତି, ଆମେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲ, ସେ ବିଜେପିକୁ ସଦବୁଦ୍ଧି ପ୍ରଦାନ କରନ୍ତୁ।

The post ପୁଣି ଘଣ୍ଟ ବାଡେଇ ପ୍ରତିବାଦ କଲା କଂଗ୍ରେସ appeared first on .