ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ ସ୍ପଷ୍ଟ କରିଛି ଯେ ଅରବିନ୍ଦ କୋଜରିୱାଲ୍‌ଙ୍କୁ ଛାଡ଼ି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କ ଯାଞ୍ଚ ସରିଛି । ଏହି ଦୁର୍ନୀତିରେ ଏବେ କେବଳ କେଜରିୱାଲଙ୍କ ଭୂମିକାକୁ ନେଇ ଯାଞ୍ଚ ଚାଲିଥିବା ଅଧିକାରୀ କହିଛନ୍ତି । ସିବିଆଇର ଓକିଲ ଡିପି ସିଂହ ଏନେଇ କହିଛନ୍ତି ଯେ, ୪ ଜୁନ୍‌ପରେ ହୋଇଥିବା କିଛି […] The post ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ… appeared first on Dharitri Odia News.

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ ସ୍ପଷ୍ଟ କରିଛି ଯେ ଅରବିନ୍ଦ କୋଜରିୱାଲ୍‌ଙ୍କୁ ଛାଡ଼ି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କ ଯାଞ୍ଚ ସରିଛି । ଏହି ଦୁର୍ନୀତିରେ ଏବେ କେବଳ କେଜରିୱାଲଙ୍କ ଭୂମିକାକୁ ନେଇ ଯାଞ୍ଚ ଚାଲିଥିବା ଅଧିକାରୀ କହିଛନ୍ତି ।

ସିବିଆଇର ଓକିଲ ଡିପି ସିଂହ ଏନେଇ କହିଛନ୍ତି ଯେ, ୪ ଜୁନ୍‌ପରେ ହୋଇଥିବା କିଛି ନୂଆ ଘଟଣାକ୍ରମକୁ ନେଇ ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦିଆଯାଇଛି । ଯେଉଁ କାରଣରୁ ଆମକୁ କେଜରିୱାଲଙ୍କୁ ଗିରଫ କରିବାକୁ ପଡ଼ିଥିଲା । ସିବିଆଇ ଏନେଇ କହିଛି ଯେ, ସଲିସିଟର ଜେନେରାଲ୍‌ଙ୍କ ଦ଼୍ବାରା ପ୍ରଥମେ ଦିଆଯାଇଥିବା ବୟାନ କେଜରିୱାଲଙ୍କୁ ଛାଡ଼ି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ସହିତ ଜଡ଼ିତ ।

The post ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ… appeared first on Dharitri Odia News.