ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ୨ଟି ବଡ଼ ନିଷ୍ପତ୍ତି: ଦିଲ୍ଲୀରେ ଲାଗୁ ହେବ…
ନୂଆଦିଲ୍ଲୀ,୨୦।୨: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ ନେଇଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।ଏନେଇ କ୍ୟାବିନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି। ପ୍ରଥମ ବିଧାନସଭା ଅଧିବେଶନରେ ଆସିବ ୧୪ଟି CAG ରିପୋର୍ଟ। ଗତ ସରକାର ଉପସ୍ଥାପନ କରି ନଥିବା ୧୪ଟି CAG ରିପୋର୍ଟ ଆଗତ ହେବ […] The post ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ୨ଟି ବଡ଼ ନିଷ୍ପତ୍ତି: ଦିଲ୍ଲୀରେ ଲାଗୁ ହେବ… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୨: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ ନେଇଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।ଏନେଇ କ୍ୟାବିନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି। ପ୍ରଥମ ବିଧାନସଭା ଅଧିବେଶନରେ ଆସିବ ୧୪ଟି CAG ରିପୋର୍ଟ। ଗତ ସରକାର ଉପସ୍ଥାପନ କରି ନଥିବା ୧୪ଟି CAG ରିପୋର୍ଟ ଆଗତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
The post ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ୨ଟି ବଡ଼ ନିଷ୍ପତ୍ତି: ଦିଲ୍ଲୀରେ ଲାଗୁ ହେବ… appeared first on Dharitri Odia News.