ଦିଲ୍ଲୀରେ ଜେଜେମା ସହ ପାର୍କ ବୁଲିବାକୁ ଯାଇ ୫ ବର୍ଷର ଶିଶୁ ନିଖୋଜ
ନୂଆଦିଲ୍ଲୀ: ଦିଲ୍ଲୀରେ ଜେଜେମା ସହ ପାର୍କ ବୁଲିବାକୁ ଯାଇ ୫ ବର୍ଷର ଶିଶୁ ନିଖୋଜ। ଖୋଜାଖୋଜି କଲେ ବି ମିଳୁନି... The post ଦିଲ୍ଲୀରେ ଜେଜେମା ସହ ପାର୍କ ବୁଲିବାକୁ ଯାଇ ୫ ବର୍ଷର ଶିଶୁ ନିଖୋଜ appeared first on .
ନୂଆଦିଲ୍ଲୀ: ଦିଲ୍ଲୀରେ ଜେଜେମା ସହ ପାର୍କ ବୁଲିବାକୁ ଯାଇ ୫ ବର୍ଷର ଶିଶୁ ନିଖୋଜ। ଖୋଜାଖୋଜି କଲେ ବି ମିଳୁନି ପତ୍ତା। ନିଖୋଜ ଶିଶୁର ଘର ଭୁବନେଶ୍ବରରେ। ଦିଲ୍ଲୀ କ୍ରୀଷ୍ଣାନଗରରେ ନିଜ ବାପା, ମା ଓ ଜେଜେମା ରହୁଥିଲେ। ହେଲେ ଆଜି ସକାଳୁ ପାର୍କକୁ ବୁଲିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଛି ୫ ବର୍ଷର ଶିଶୁ ପୁତ୍ର। ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜରି ରଖିଛି। ଶିଶୁର ବାପା ଦିଲ୍ଲୀରେ ଏକ ଘରୋଇ କମ୍ପାନୀ ଚାକିରି କରିଛନ୍ତି। ଯଦି କେହି ଶିଶୁ ପୁତ୍ର ସମ୍ପର୍କରେ ସୂଚନା ପାଆନ୍ତି, ତେବେ 8700609483 ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି।
The post ଦିଲ୍ଲୀରେ ଜେଜେମା ସହ ପାର୍କ ବୁଲିବାକୁ ଯାଇ ୫ ବର୍ଷର ଶିଶୁ ନିଖୋଜ appeared first on .