ଦିଲ୍ଲୀରେ ବିଜୁ ନନ୍ଦନ, ବିଜେଡିରେ କମ୍ପନ || BADAKHABAR TV
ଦିଲ୍ଲୀରେ ବିଜୁ ନନ୍ଦନ, ବିଜେଡିରେ କମ୍ପନ । ଅଣଓଡ଼ିଆ ସାଥିରେ ନବୀନ! ଦଳରେ ବଢାଇଲା ବିବାଦ । ଚାଲିଛି ବିଧାନସଭା, ଚାଲିଛି ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକି୍ରୟା । କାହିଁକି ହଠାତ ଦେଶର ରାଜଧାନୀ ମୁହାଁ ବିଜେଡି ସୁପ୍ରିମୋ । କଣ ରହିଛି କାରଣ