ଦିଲ୍ଲୀରେ ଭାଜପା ନେତୃତ୍ୱଙ୍କ ସହ ଶାହାଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୧୩।୩: ବିଜେଡି-ଭାଜପା ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେଉନି। ତେବେ ଏହି ଗୋଟେ ଦୁଇ ଦିନ ମଧ୍ୟରେ ମେଣ୍ଟକୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଠାରେ ମେଣ୍ଟକୁ ଆଲୋଚନା ହୋଇଥିବା କୁହାଯାଉଛି। ଏହି ସମୟରେ ଖବର ଆସିଛି ଯେ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ଭାଜପାର ନେତୃତ୍ୱ ଭେଟି […] The post ଦିଲ୍ଲୀରେ ଭାଜପା ନେତୃତ୍ୱଙ୍କ ସହ ଶାହାଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ନିଷ୍ପତ୍ତି appeared first on Dharitri Odia News.
ଭୁବନେଶ୍ୱର,୧୩।୩: ବିଜେଡି-ଭାଜପା ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେଉନି। ତେବେ ଏହି ଗୋଟେ ଦୁଇ ଦିନ ମଧ୍ୟରେ ମେଣ୍ଟକୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଠାରେ ମେଣ୍ଟକୁ ଆଲୋଚନା ହୋଇଥିବା କୁହାଯାଉଛି। ଏହି ସମୟରେ ଖବର ଆସିଛି ଯେ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ଭାଜପାର ନେତୃତ୍ୱ ଭେଟି ଆସନ ବୁଝାମଣା ସମ୍ପର୍କରେ ଆଲୋଚନା କରୁଛନ୍ତି। ବୈଠକ ପରେ କେନ୍ଦ୍ରୀୟ ନେତୃତ୍ୱ ଶେଷ ନିଷ୍ପତ୍ତି ଶୁଣାଇବେ ବୋଲି କୁହାଯାଉଛି ।
The post ଦିଲ୍ଲୀରେ ଭାଜପା ନେତୃତ୍ୱଙ୍କ ସହ ଶାହାଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ନିଷ୍ପତ୍ତି appeared first on Dharitri Odia News.