ଦୀପାବଳିରେ ବଡ଼ବଡୁଆ ଡାକ ଓଡ଼ିଶାର ଏକ ନିଆରା ପରମ୍ପରା
ଦୀପାବଳିରେ ବଡବଡୁଆ ଡାକ ଓଡ଼ିଶାର ଏକ ନିଆରା ପରମ୍ପରା। ମହାଳୟା ଦିନ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।