ଦୀପିକାଙ୍କ ପାଇଁ ଲମ୍ଵା ଛୁଟି ନେବେ ରଣବୀର ସିଂ, ଘୁଞ୍ଚିଲା ‘Don 3’ର ସୁଟିଂ

ମୁମ୍ଵାଇ ୨୦।୦୩: ବିଟାଉନ୍‌ର ପାୱାର କପଲ ରଣବୀର ସିଂ ଏବଂ ଦୀପିକା ପାଦୁକୋନ। ବର୍ତ୍ତମାନ ସେ ତାଙ୍କ ପ୍ରଥମ ସନ୍ତାନକୁ ସ୍ଵାଗତ କରିବାକୁ ଯାଉଛନ୍ତି। ବହୁ ବର୍ଷ ଧରି ଡେଟିଂ କରିବା ପରେ ଦୁହେଁ ୨୦୧୮ ନଭେମ୍ବର ୧୪ ରେ ଇଟାଲୀରେ ବିବାହ କରିଥିଲେ। ଦୁହିଁଙ୍କ ବିବାହ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ଵପ୍ନ ଠାରୁ କମ୍ ନୁହେଁ । ଦୁହେଁ ପିତାମାତା ହେବା ସେମାନେ ସେମାନଙ୍କର ଗର୍ଭଧାରଣ ଯାତ୍ରା ବିଷୟରେ କିଛି ନା କିଛି ଝଲକ ଦେଉଛନ୍ତି। ଯେଉଁଥିପାଇଁ ସେମାନଙ୍କର ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।View this post on InstagramA post shared by दीपिका पादुकोण (@deepikapadukone)ଦୀପିକା ଏବଂ ରଣବୀରଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ଦୀପିକା ତାଙ୍କର ସମସ୍ତ କାର୍ଯ୍ୟ ଆସାଇନମେଣ୍ଟ ପୂରଣ କରିସାରିଛନ୍ତି। ରଣବୀରଙ୍କର ସେପରି କୌଣସି ଯୋଜନା ନଥିବାବେଳେ ବର୍ତ୍ତମାନ ସେ ତାଙ୍କ ପତ୍ନୀ ଦୀପିକାଙ୍କ ସହ ରହିବାକୁ ଏକ ବର୍ଷର ପ୍ୟାଟ୍ରନିଟି ତଥା ପିତୃତ୍ଵ  ଛୁଟି ନେବେ।  ରଣବୀରଙ୍କର ଆସନ୍ତା ବର୍ଷ ଡନ୍ ୩, ଶକ୍ତିମାନ ଏବଂ ଆଦିତ୍ୟ ଧରଙ୍କ ଆକ୍ସନ୍ ଫିଲ୍ମ ଆରମ୍ଭ ପୂର୍ବରୁ କୌଣସି ମଧ୍ୟବର୍ତ୍ତୀ କାର୍ଯ୍ୟ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସେହି ସମୟ ଦୀପିକା ଏବଂ ଆସିବାକୁ ଯାଉଥିଲା ପିଲା ସହ ଅତିବାହିତ କରିବେ।View this post on InstagramA post shared by Ranveer Singh (@ranveersingh)କହିବାକୁ ଗଲ

ଦୀପିକାଙ୍କ ପାଇଁ ଲମ୍ଵା ଛୁଟି ନେବେ ରଣବୀର ସିଂ, ଘୁଞ୍ଚିଲା ‘Don 3’ର ସୁଟିଂ

ମୁମ୍ଵାଇ ୨୦।୦୩: ବିଟାଉନ୍‌ର ପାୱାର କପଲ ରଣବୀର ସିଂ ଏବଂ ଦୀପିକା ପାଦୁକୋନ। ବର୍ତ୍ତମାନ ସେ ତାଙ୍କ ପ୍ରଥମ ସନ୍ତାନକୁ ସ୍ଵାଗତ କରିବାକୁ ଯାଉଛନ୍ତି। ବହୁ ବର୍ଷ ଧରି ଡେଟିଂ କରିବା ପରେ ଦୁହେଁ ୨୦୧୮ ନଭେମ୍ବର ୧୪ ରେ ଇଟାଲୀରେ ବିବାହ କରିଥିଲେ। ଦୁହିଁଙ୍କ ବିବାହ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ଵପ୍ନ ଠାରୁ କମ୍ ନୁହେଁ । ଦୁହେଁ ପିତାମାତା ହେବା ସେମାନେ ସେମାନଙ୍କର ଗର୍ଭଧାରଣ ଯାତ୍ରା ବିଷୟରେ କିଛି ନା କିଛି ଝଲକ ଦେଉଛନ୍ତି। ଯେଉଁଥିପାଇଁ ସେମାନଙ୍କର ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।




ଦୀପିକା ଏବଂ ରଣବୀରଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ଦୀପିକା ତାଙ୍କର ସମସ୍ତ କାର୍ଯ୍ୟ ଆସାଇନମେଣ୍ଟ ପୂରଣ କରିସାରିଛନ୍ତି। ରଣବୀରଙ୍କର ସେପରି କୌଣସି ଯୋଜନା ନଥିବାବେଳେ ବର୍ତ୍ତମାନ ସେ ତାଙ୍କ ପତ୍ନୀ ଦୀପିକାଙ୍କ ସହ ରହିବାକୁ ଏକ ବର୍ଷର ପ୍ୟାଟ୍ରନିଟି ତଥା ପିତୃତ୍ଵ  ଛୁଟି ନେବେ।  ରଣବୀରଙ୍କର ଆସନ୍ତା ବର୍ଷ ଡନ୍ ୩, ଶକ୍ତିମାନ ଏବଂ ଆଦିତ୍ୟ ଧରଙ୍କ ଆକ୍ସନ୍ ଫିଲ୍ମ ଆରମ୍ଭ ପୂର୍ବରୁ କୌଣସି ମଧ୍ୟବର୍ତ୍ତୀ କାର୍ଯ୍ୟ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସେହି ସମୟ ଦୀପିକା ଏବଂ ଆସିବାକୁ ଯାଉଥିଲା ପିଲା ସହ ଅତିବାହିତ କରିବେ।


କହିବାକୁ ଗଲେ ୨ ଫେବୃଆରୀ ୨୦୨୪ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ପ୍ରିୱେଡିଂ ସେରମନିରେ ସମାରୋହର ଦ୍ଵିତୀୟ ଦିନରେ ଦୀପିକା  ଏବଂ ରଣବୀର ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।