ଦୀପିକାଙ୍କ ପ୍ରେଗନେନ୍ସିକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା, ସରୋଗେସି ମାଧ୍ୟରେ ପିତାମାତା ହେବେ ଏହି କପଲ
ମୁମ୍ଵାଇ ୦୯।୦୪: ବଲିଉଡର ପାୱାରଫୁଲ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଏବେ ତାଙ୍କ ଘରେ ଖୁବ୍ ଶୀଘ୍ର କୁନି ଅତିଥି ଆସିବାକୁ ଯାଉଛି। ସେପ୍ଟେମ୍ବରରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏହି ଖୁସି ଖବର ଶୁଣିବା ପରେ ଦମ୍ପତିଙ୍କ ପ୍ରଶଂସକମାନଙ୍କ ଖୁସି କହିଲେ ନସରେ। ବିବାହର ୫ ବର୍ଷ ପରେ ଦୀପିକା ଏବଂ ରଣବୀର ସେମାନଙ୍କର ପ୍ୟାରେଣ୍ଟହୁଡ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ଦୁହେଁ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ଏକ ପୋଷ୍ଟ ସେୟାର କରିଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ଯାହା ବିଟାଉନ୍ କରିଡରର ମାହୋଲକୁ ବଦଳାଇ ଦେଇଛି।ଦୀପିକା ନୁହଁନ୍ତି ଗର୍ଭବତୀ ସୋସିଆଲ ମିଡିଆରେ ଏକ ଭାଇରାଲ ପୋଷ୍ଟ ଦାବି କରୁଛି ଯେ ଦୀପିକା ପାଦୁକୋନ ଗର୍ଭବତୀ ନାହାନ୍ତି। କିନ୍ତୁ ସେମାନେ ନିଶ୍ଚିତ ଭାବରେ ପିତାମାତା ହେବାକୁ ଯାଉଛନ୍ତି। ପିତାମାତା ହେବା ପାଇଁ ଏହି ଦମ୍ପତି ସରୋଗେସିର ସାହାଯ୍ୟ ନେଇଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଛି। ରେଡ୍ଡିଟ୍ରେ ଦାବି କରାଯାଇଛି ଯେ ଦୀପିକା ଏବଂ ରଣବୀର ପିତାମାତା ହେବା ପାଇଁ ସରୋଗେସିର ଅପସନ୍ ବାଛିଛନ୍ତି। ଇନଷ୍ଟାଗ୍ରାମରେ ଭାଇରାଲ ପୋଷ୍ଟ ଜରିଆରେ ଏହି କପଲ ମଧ୍ୟ ପିତାମାତା ହେବାକୁ ଘୋଷଣା କରିଥିଲେ। ଏଥିରେ ଦୀପିକା-ରଣବୀରଙ୍କୁ କେବଳ
ମୁମ୍ଵାଇ ୦୯।୦୪: ବଲିଉଡର ପାୱାରଫୁଲ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଏବେ ତାଙ୍କ ଘରେ ଖୁବ୍ ଶୀଘ୍ର କୁନି ଅତିଥି ଆସିବାକୁ ଯାଉଛି। ସେପ୍ଟେମ୍ବରରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏହି ଖୁସି ଖବର ଶୁଣିବା ପରେ ଦମ୍ପତିଙ୍କ ପ୍ରଶଂସକମାନଙ୍କ ଖୁସି କହିଲେ ନସରେ। ବିବାହର ୫ ବର୍ଷ ପରେ ଦୀପିକା ଏବଂ ରଣବୀର ସେମାନଙ୍କର ପ୍ୟାରେଣ୍ଟହୁଡ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ଦୁହେଁ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ଏକ ପୋଷ୍ଟ ସେୟାର କରିଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ଯାହା ବିଟାଉନ୍ କରିଡରର ମାହୋଲକୁ ବଦଳାଇ ଦେଇଛି।
ଦୀପିକା ନୁହଁନ୍ତି ଗର୍ଭବତୀ
ସୋସିଆଲ ମିଡିଆରେ ଏକ ଭାଇରାଲ ପୋଷ୍ଟ ଦାବି କରୁଛି ଯେ ଦୀପିକା ପାଦୁକୋନ ଗର୍ଭବତୀ ନାହାନ୍ତି। କିନ୍ତୁ ସେମାନେ ନିଶ୍ଚିତ ଭାବରେ ପିତାମାତା ହେବାକୁ ଯାଉଛନ୍ତି। ପିତାମାତା ହେବା ପାଇଁ ଏହି ଦମ୍ପତି ସରୋଗେସିର ସାହାଯ୍ୟ ନେଇଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଛି। ରେଡ୍ଡିଟ୍ରେ ଦାବି କରାଯାଇଛି ଯେ ଦୀପିକା ଏବଂ ରଣବୀର ପିତାମାତା ହେବା ପାଇଁ ସରୋଗେସିର ଅପସନ୍ ବାଛିଛନ୍ତି।

ଇନଷ୍ଟାଗ୍ରାମରେ ଭାଇରାଲ ପୋଷ୍ଟ ଜରିଆରେ ଏହି କପଲ ମଧ୍ୟ ପିତାମାତା ହେବାକୁ ଘୋଷଣା କରିଥିଲେ। ଏଥିରେ ଦୀପିକା-ରଣବୀରଙ୍କୁ କେବଳ ଗୋଲାପୀ ଏବଂ ନୀଳ ରଙ୍ଗର ପୋଷାକ ଏବଂ ଜୋତା ସହ ସେପ୍ଟେମ୍ବର ୨୦୨୪ ଲେଖିଥିଲେ । ଏହା ସହିତ ସେ କିମ୍ବା ଦୀପିକା ଗର୍ଭବତୀ ବୋଲି ସେ ଲେଖି ନାହାଁନ୍ତି। କେବଳ ଏତିକି ନୁହେଁ, ରେଡ୍ଡିଟ୍ ପୋଷ୍ଟରେ ମଧ୍ୟ କୁହାଯାଇଛି ଯେ ଦୀପିକା ଶିଶୁ ଜନ୍ମ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ସମ୍ମୁଖରୁ ଦୂରେଇ ରହିବେ।
ଏହି କପଲ ଯୋଜନା କରିଛନ୍ତି ଯେ ଶିଶୁ ଜନ୍ମ ସମୟରେ ଅଭିନେତ୍ରୀ ଭାରତ ପରିବର୍ତ୍ତେ ବିଦେଶରେ ରହିବେ। ଶିଶୁ ଜନ୍ମ ପରେ ହିଁ ଏହି ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିବେ। ଏପର୍ଯ୍ୟନ୍ତ ଜଣା ପଡିନାହିଁ ଯେ ଏହି କପଲ ସରୋଗେସି ମାଧ୍ୟମରେ ଏକ ଶିଶୁର ଜନ୍ମ ବିଷୟରେ ସୂଚନା ସେୟାର କରିବେ କି ନାହିଁ। ବର୍ତ୍ତମାନ ଉଭୟ ସେମାନଙ୍କର ପ୍ରଥମ ଶିଶୁର ଆଗମନକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ଅମ୍ବାନୀଙ୍କ ପାର୍ଟୀ ସମୟରେ ଦମ୍ପତିଙ୍କ ମୁହଁରେ ମଧ୍ୟ ଖୁସି ଦେଖିବାକୁ ମିଳିଥିଲା ।