ଦୁଇ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୁଲିସ ଗାଡ଼ି

କଟକ: ଦୁଇ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୁଲିସ ଗାଡ଼ି। ବିଜୁ ପଟ୍ଟନାୟକ ଛକରେ ୨ ଜଣଙ୍କୁ ଧକ୍କା ଦେଲା ପୁଲିସ ଗାଡ଼ି। ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ହୋଇଛନ୍ତି। ପୁଲିସ ଗାଡ଼ିର ଡ୍ରାଇଭର ନିଶାସକ୍ତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା। ଗାଡ଼ି ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ପୁଲିସ ନେଇଯାଇଥିବା ସୂଚନା।

accident