ଦୁଇ ଥର CBSE ବୋର୍ଡ ପରୀକ୍ଷା

ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ\' ମାସରେ ଅନୁଷ୍ଠିତ ହେବ। 

ଦୁଇ ଥର CBSE ବୋର୍ଡ ପରୀକ୍ଷା
Array