ଦୁଇ ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ। ମେଗା ପ୍ରସ୍ତୁତି। ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ। ଉଦଘାଟନ କରିବେ ଭିଜନ୍ ଓଡିଶା ଡକୁମେଣ୍ଟ ୨୦୩୬।

ଦୁଇ ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
Array