ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ
ଭୁବନେଶ୍ୱର,୧୧ା୪: ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ନେଇ ବିଧାନସଭା ବିଜ୍ଞପ୍ତି ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଦଳ ବଦଳ ନିୟମ ଅନୁସାରେ ଏହି ସଭ୍ୟ ପଦ ରଦ୍ଦ ହୋଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। କିଛିଦିନ ତଳେ ଉଭୟେ ଭାଜପାରେ ସାମିଲ ହୋଇଥିଲେ। The post ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ appeared first on Dharitri Odia News.
ଭୁବନେଶ୍ୱର,୧୧ା୪: ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ନେଇ ବିଧାନସଭା ବିଜ୍ଞପ୍ତି ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଦଳ ବଦଳ ନିୟମ ଅନୁସାରେ ଏହି ସଭ୍ୟ ପଦ ରଦ୍ଦ ହୋଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। କିଛିଦିନ ତଳେ ଉଭୟେ ଭାଜପାରେ ସାମିଲ ହୋଇଥିଲେ।
The post ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ appeared first on Dharitri Odia News.