ଦୁଇଟି ପିକ୍‌ଅପ୍କୁ ଧକ୍କା ଦେଲା OSRTC ବସ୍, ବର୍ତ୍ତିଗଲେ ୩୫ରୁ ୪୦ ଯାତ୍ରୀ

ବୌଦ୍ଧ ୧୯।୯: ଦୁଇଟି ପିକ୍‌ଅପ୍‌କୁ ଧକ୍କା ଦେଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ରୁ ୪୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢି ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ରାସ୍ତା ଉପରେ ଛିଡା ହୋଇଥିବା ପିକ୍‌ଅପ୍ ଭ୍ୟାନ୍‌କୁ ପିଟିଲା ବସ୍ । ଭୁବନେଶ୍ୱରରୁ ଟିଟିଲାଗଡ ଯିବାବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢି ନିକଟରେ ଦୁଇଟି ପିକ୍‌ଅପ୍‌କୁ ପିଟିଲା ବସ୍ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବୌଦ୍ଧ ଆଦର୍ଶ ଥାନା ପୋଲିସ ।You Can Read:ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡ଼ ଲାଇନ, ମନ୍ତ୍ରୀ କହିଲେ- ଡ଼ାକ୍ତରଙ୍କ ସୁରକ୍ଷା ସରକାରଙ୍କ ଦାଇତ୍ୱ 

ଦୁଇଟି ପିକ୍‌ଅପ୍କୁ ଧକ୍କା ଦେଲା OSRTC ବସ୍, ବର୍ତ୍ତିଗଲେ ୩୫ରୁ ୪୦ ଯାତ୍ରୀ

ବୌଦ୍ଧ ୧୯।୯: ଦୁଇଟି ପିକ୍‌ଅପ୍‌କୁ ଧକ୍କା ଦେଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ରୁ ୪୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢି ନିକଟରେ ଘଟିଛି ଏଭଳି ଦୁର୍ଘଟଣା । 

ସୂଚନାଯୋଗ୍ୟ ଯେ, ରାସ୍ତା ଉପରେ ଛିଡା ହୋଇଥିବା ପିକ୍‌ଅପ୍ ଭ୍ୟାନ୍‌କୁ ପିଟିଲା ବସ୍ । ଭୁବନେଶ୍ୱରରୁ ଟିଟିଲାଗଡ ଯିବାବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢି ନିକଟରେ ଦୁଇଟି ପିକ୍‌ଅପ୍‌କୁ ପିଟିଲା ବସ୍ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବୌଦ୍ଧ ଆଦର୍ଶ ଥାନା ପୋଲିସ ।

You Can Read:

ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡ଼ ଲାଇନ, ମନ୍ତ୍ରୀ କହିଲେ- ଡ଼ାକ୍ତରଙ୍କ ସୁରକ୍ଷା ସରକାରଙ୍କ ଦାଇତ୍ୱ