ଦୁବାଇର ସବୁଠୁ ମହଙ୍ଗା ଭିଲ୍ଲା; ଅନନ୍ତଙ୍କୁ ଗିଫ୍ଟ କରିଛନ୍ତି ମୁକେଶ, ଜାଣନ୍ତି କି ଏହାର ଦାମ୍‌ କେତେ ?

ନୂଆଦିଲ୍ଲୀ ୦୭।୦୩: ଖୁବ୍‌ ଚର୍ଚ୍ଚାରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ । ଉଭୟଙ୍କ ବିବାହକୁ ନେଇ ଥମୁନି ଉତ୍ସାହ । ଅମ୍ବାନୀ ପରିବାରର ସାନ ପୁଅ ହେଉଛନ୍ତି ଅନନ୍ତ । ନିର୍ବନ୍ଧ ପୂର୍ବରୁ ମୁକେଶ ଅମ୍ବାନୀ ନିଜ ଲାଡଲେଙ୍କୁ ଦେଇଛନ୍ତି ଓ୍ବେଡିଂ ଗିଫ୍ଟ । କିନ୍ତୁ କଣ ଏହି ଗିଫ୍ଟ ? {"id":918128,"width":839,"height":472,"sizeSlug":"full","linkDestination":"none"} ମୁକେଶ ଅମ୍ବାନୀ ୨୦୨୨ରେ ଅନନ୍ତଙ୍କ ପାଇଁ ଦୁବାଇରେ ଏକ ଭିଲ୍ଲା କିଣିଥିଲେ । ସେହି ଭିଲ୍ଲା ହେଉଛି ଦୁବାଇର ସବୁଠାରୁ ଦାମୀ ଭିଲ୍ଲା ।  ଏହି ଲଗଜୁରୀ ଆବାସିକ ସମ୍ପତ୍ତିର ଦାମ୍‌ ୬୪୦ କୋଟି ଥିଲା । ଯାହା ମୁକେଶ ତାଙ୍କ ପୁଅକୁ ଗିଫ୍ଟ ଦେଇଥିଲେ । ତେବେ ଏହି ଭିଲ୍ଲାର ଦାମ୍‌ ଏତେ ଅଧିକ କାହିଁକି ? ଭିଲ୍ଲାରେ କଣ ଅଛି ଖାସ୍‌ ? {"id":918129,"sizeSlug":"full","linkDestination":"none"} ମୁକେଶ ଅମ୍ବାନୀ କିଣିଥିବା ଏହି ଘର ପାମ ଜୁମେରାର ଉତ୍ତର ପାର୍ଶ୍ବରେ ରହିଛି । ଏହି ଭିଲ୍ଲା ଖୁବ୍‌ ସ୍ବତନ୍ତ୍ର । ଭିଲ୍ଲାରେ ରହିଛି ୧୦ ବେଡ୍‌ ରୁମ୍‌, ପର୍ସନାଲ୍‌ ସ୍ପା,  ଇନଡୋର ଏବଂ ଆଉଟ୍‌ଡୋର ପୁଲ୍‌ ରହିଛି । ଏହାବ୍ୟତୀତ ଏହି ଭିଲ୍ଲାରେ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ମୁକେଶ ଅମ୍ବାନୀ ଏହି ଆଲିସାନ୍‌ ଭିଲ୍ଲା କିଣିବା ପରେ ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ୍‌ ହୋଇଥିଲା ।

ଦୁବାଇର ସବୁଠୁ ମହଙ୍ଗା ଭିଲ୍ଲା; ଅନନ୍ତଙ୍କୁ ଗିଫ୍ଟ କରିଛନ୍ତି ମୁକେଶ, ଜାଣନ୍ତି କି ଏହାର ଦାମ୍‌ କେତେ ?

ନୂଆଦିଲ୍ଲୀ ୦୭।୦୩: ଖୁବ୍‌ ଚର୍ଚ୍ଚାରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ । ଉଭୟଙ୍କ ବିବାହକୁ ନେଇ ଥମୁନି ଉତ୍ସାହ । ଅମ୍ବାନୀ ପରିବାରର ସାନ ପୁଅ ହେଉଛନ୍ତି ଅନନ୍ତ । ନିର୍ବନ୍ଧ ପୂର୍ବରୁ ମୁକେଶ ଅମ୍ବାନୀ ନିଜ ଲାଡଲେଙ୍କୁ ଦେଇଛନ୍ତି ଓ୍ବେଡିଂ ଗିଫ୍ଟ । କିନ୍ତୁ କଣ ଏହି ଗିଫ୍ଟ ?

{"id":918128,"width":839,"height":472,"sizeSlug":"full","linkDestination":"none"}

ମୁକେଶ ଅମ୍ବାନୀ ୨୦୨୨ରେ ଅନନ୍ତଙ୍କ ପାଇଁ ଦୁବାଇରେ ଏକ ଭିଲ୍ଲା କିଣିଥିଲେ । ସେହି ଭିଲ୍ଲା ହେଉଛି ଦୁବାଇର ସବୁଠାରୁ ଦାମୀ ଭିଲ୍ଲା ।  ଏହି ଲଗଜୁରୀ ଆବାସିକ ସମ୍ପତ୍ତିର ଦାମ୍‌ ୬୪୦ କୋଟି ଥିଲା । ଯାହା ମୁକେଶ ତାଙ୍କ ପୁଅକୁ ଗିଫ୍ଟ ଦେଇଥିଲେ । ତେବେ ଏହି ଭିଲ୍ଲାର ଦାମ୍‌ ଏତେ ଅଧିକ କାହିଁକି ? ଭିଲ୍ଲାରେ କଣ ଅଛି ଖାସ୍‌ ? {"id":918129,"sizeSlug":"full","linkDestination":"none"}

ମୁକେଶ ଅମ୍ବାନୀ କିଣିଥିବା ଏହି ଘର ପାମ ଜୁମେରାର ଉତ୍ତର ପାର୍ଶ୍ବରେ ରହିଛି । ଏହି ଭିଲ୍ଲା ଖୁବ୍‌ ସ୍ବତନ୍ତ୍ର । ଭିଲ୍ଲାରେ ରହିଛି ୧୦ ବେଡ୍‌ ରୁମ୍‌, ପର୍ସନାଲ୍‌ ସ୍ପା,  ଇନଡୋର ଏବଂ ଆଉଟ୍‌ଡୋର ପୁଲ୍‌ ରହିଛି । ଏହାବ୍ୟତୀତ ଏହି ଭିଲ୍ଲାରେ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ମୁକେଶ ଅମ୍ବାନୀ ଏହି ଆଲିସାନ୍‌ ଭିଲ୍ଲା କିଣିବା ପରେ ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ୍‌ ହୋଇଥିଲା । {"id":918130,"sizeSlug":"full","linkDestination":"none"}

ଅନନ୍ତ ଅମ୍ବାନୀଙ୍କ ଏହି ଆଲିସାନ୍‌ ଭିଲ୍ଲା ପାଖରେ ବ୍ରିଟିଶ ଫୁଟବଲର୍ ଡେଭିଡ୍ ବେକହମ୍ ଏବଂ ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ଭିଲ୍ଲା ମଧ୍ୟ ରହିଛି । ଏହାପୂର୍ବରୁ ମୁକେଶ ଅମ୍ବାନୀ ୭୯ ମିଲିୟନ ଡଲାରରେ ବ୍ରିଟେନରେ ଜର୍ଜିଆ ଯୁଗର ଏକ ମହଲ କିଣିଥିଲେ । ଏହି ମହଲକୁ ମୁକେଶ ଅମ୍ବାନୀ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ପାଇଁ କିଣିଥିଲେ । {"id":918131,"sizeSlug":"full","linkDestination":"none"}

ଯାହାକୁ ସେ ଆକାଶଙ୍କୁ ଉପହାର ଦେଇଥିଲେ । ତେବେ ୬୬ ବର୍ଷିୟ ମୁକେଶ ତାଙ୍କ ବ୍ୟବସାୟକୁ ପିଲାମାନଙ୍କୁ ହସ୍ତାନ୍ତର କରିଛନ୍ତି । ଆଗାମୀ ସମୟରେ ମୁକେଶ ଅମ୍ବାନୀଙ୍କ ପିଲାମାନେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ପରିଚାଳନା କରୁଥିବା ଦେଖିବାକୁ ମିଳିବେ ।

You Can Read: wp:embed {"url":"https://www.prameyanews7.com/internantional-singers-performed-in-ambani-family/","type":"wp-embed","providerNameSlug":"prameya-news-7"}

https://www.prameyanews7.com/internantional-singers-performed-in-ambani-family/
/wp:embed