ଦୁବାଇରେ ଫସିଛନ୍ତି ୬ ଓଡ଼ିଆ ; ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ପରିବାରର ନିବେଦନ

କନକ ବ୍ୟୁରୋ: ସାଉଦି ଆରବରେ ଫସିଛନ୍ତି ୬ ଜଣ ଶ୍ରମିକ। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଜଣ, ଖୋର୍ଦ୍ଧାରୁ ୪ ଜଣ ପାଣି ପାଇପ କାମ କରିବାକୁ ଯାଇଥିଲେ। ୪ ମାସ ହେବ ସେଠାରେ ଚାକିରି କରିଥିଲେ ମଧ୍ୟ ଦରମା ମିଳୁନି। ଘରକୁ ଫେରିବାକୁ ଟିକେଟ୍ ପଇସା ନାହିଁ।  ପଇସା ମାଗିଲେ କମ୍ପାନୀ ଚାକିରି ଛାଡ଼ି ପଳାଇବାକୁ କହୁଛି। ପଇସା ନଥିବାରୁ ଟିକେଟ କରିପାରି ନାହାନ୍ତି କେମିତି ଫେରିବେ ସେନେଇ ଚିନ୍ତାରେ। ସେମାନଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

ଦୁବାଇରେ ଫସିଛନ୍ତି ୬ ଓଡ଼ିଆ ;  ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ପରିବାରର ନିବେଦନ

କନକ ବ୍ୟୁରୋ: ସାଉଦି ଆରବରେ ଫସିଛନ୍ତି ୬ ଜଣ ଶ୍ରମିକ। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଜଣ, ଖୋର୍ଦ୍ଧାରୁ ୪ ଜଣ ପାଣି ପାଇପ କାମ କରିବାକୁ ଯାଇଥିଲେ। ୪ ମାସ ହେବ ସେଠାରେ ଚାକିରି କରିଥିଲେ ମଧ୍ୟ ଦରମା ମିଳୁନି। ଘରକୁ ଫେରିବାକୁ ଟିକେଟ୍ ପଇସା ନାହିଁ। 

ପଇସା ମାଗିଲେ କମ୍ପାନୀ ଚାକିରି ଛାଡ଼ି ପଳାଇବାକୁ କହୁଛି। ପଇସା ନଥିବାରୁ ଟିକେଟ କରିପାରି ନାହାନ୍ତି କେମିତି ଫେରିବେ ସେନେଇ ଚିନ୍ତାରେ। ସେମାନଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।