ଦୁର୍ଘଟଣାରେ ସିପିଆଇ ପୂର୍ବତନ ସମ୍ପାଦକ ଗୁରୁତର

ଭୁବନେଶ୍ବର: ଏକ ସଡ଼କ ଦୁର୍ଘଟଣାରେ ସିପିଆଇର ପୂର୍ବତନ ସମ୍ପାଦକ ଦିବାକର ନାୟକ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରେ ତାଙ୍କ କଟି ହାଡ଼ ଭାଙ୍ଗି ଯାଇଛି। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଭୁବନେଶ୍ବର ସିପିଆଇ ଜୋନ୍‌ ସମ୍ପାଦକ ସୁର ଜେନା ଏକ ପ୍ରେସ୍‌ ଇସ୍ତାହାରରେ ସୂଚନା ଦେଇଛନ୍ତି।