ଦୁର୍ନୀତି ଗ୍ରସ୍ତଙ୍କୁ ମାଫ ନାହିଁ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ଵର: ଦୁର୍ନୀତି ଗ୍ରସ୍ତଙ୍କୁ ମାଫ ନାହିଁ । ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ ଆକ୍ସନ ବ୍ୟାପକ ହେବ। ଦୁର୍ନୀତିକୁ କେବେ ସରକାର ପ୍ରଶୟ ଦେବେ ନାହିଁ । ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ରାଜ୍ୟର ବିକାଶ ରେ ବାଧକ । ତେଣୁ ଆମ ସରକାର ପ୍ରଥମ ଦିନରୁ ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ପନ୍ଥା ଅବଲମ୍ବନ କରି ଆସୁଛନ୍ତି । ଅନେକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଜରିଆରେ ଆକ୍ସନ ନିଆଯାଉଛି। ଆଗକୁ ଏହାକୁ ଆହୂରି ବ୍ୟାପକ କରାଯିବ ବୋଲି ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଦୁର୍ନୀତି ଗ୍ରସ୍ତଙ୍କୁ ମାଫ ନାହିଁ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ଵର: ଦୁର୍ନୀତି ଗ୍ରସ୍ତଙ୍କୁ ମାଫ ନାହିଁ । ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ ଆକ୍ସନ ବ୍ୟାପକ ହେବ। ଦୁର୍ନୀତିକୁ କେବେ ସରକାର ପ୍ରଶୟ ଦେବେ ନାହିଁ । ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ ଏହା କହିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ରାଜ୍ୟର ବିକାଶ ରେ ବାଧକ । ତେଣୁ ଆମ ସରକାର ପ୍ରଥମ ଦିନରୁ ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ପନ୍ଥା ଅବଲମ୍ବନ କରି ଆସୁଛନ୍ତି । ଅନେକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଜରିଆରେ ଆକ୍ସନ ନିଆଯାଉଛି। ଆଗକୁ ଏହାକୁ ଆହୂରି ବ୍ୟାପକ କରାଯିବ ବୋଲି ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।